ହଳଦୀ ଠାରେ ମା ଠାକୁରାଣୀ କ୍ରିକେଟ ଟୁର୍ନାମେଣ୍ଟ ତୃତୀୟ ଦିବସ ପଦାର୍ପଣ କରିଛି

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ହଳଦୀ ଗ୍ରାମ ଠାରେ କ୍ରିକେଟ ଟୁର୍ନାମେଣ୍ଟ ଖେଳ ଉଜାପିତ ହୋଇ ତୃତୀୟ ଦିନରେ ପହଞ୍ଚି ଯାଇଥିବା ବେଳେ ଆଜି ହଳଦୀ ଗ୍ରାମ ଓ ସୋସିଆ ଗ୍ରାମ ଖେଳାଳି ଙ୍କ ମଧ୍ୟରେ ଖେଳ ହୋଇ ଥିଲା ହେଲେ ହଳଦୀ ଦଶ ଓଭରେ ଷାଠିଏ ରନ କରି ପ୍ରଥମେ ବେଡ଼ ଧରିଥିବା ବେଳେ ସୋସିଆ ତା ପ୍ରତି ବଦଳରେ ତେ ସଠି ରନ କରି ବିଜୟ ହାସଲ କରି ସେମିଫାଇନାଲ ରେ ପାଦର୍ପଣ କରି ଛି.ଉକ୍ତ ଖେଳ ର ମୁଖ୍ୟ ଅତିଥି ଭାବେ ସାଉଲ ମଙ୍ଗରାଜ ଉପସ୍ଥିତ ଥିବା ବେଳେ ସନମାନୀୟ ଅତିଥି ଭାବରେ ତାଣ୍ଡି ବାବୁ ସହ ଖେଳ ମୁଖ୍ୟ ପରିଚାଳନା ଭାବରେ ରାମନିଆଲ ସହଗ୍ରାମବସି ଙ୍କ ସହଯୋଗରେ ଖେଳ ଶାନ୍ତି ପୂର୍ଣ୍ଣ ଭାବରେ ଅତି ସୁରୁ ଖୁରୁରେ ଚାଲିଛି ହଜାର ହଜାର ଦର୍ଶକ ଉପଭୋଗ କରୁଛନ୍ତି ।


କପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତ ଭାରତ ନିୟୁଜ



