ଜମୁଛି ପୌଷପୂର୍ଣ୍ଣମୀ

ଅନୁଗୋଳ – ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ାପଙ୍କ ଗ୍ରାମରେ ଜମୁଛି ପୌଷପୂର୍ଣ୍ଣମୀ ବାର୍ଷିକ ଉତ୍ସବ। ଢୋଲ, ମାଳ ମାଳ ଡିଜେ, ନର୍ତ୍ତକୀ, ଭାଲୁ, ଠେକୁଆ, ଛତି ପ୍ରଭୃତି ବାଜା ବାଣ ରୋଷଣୀ ରେ ମାଆଙ୍କର ବିଜେ ସ୍ଥଳୀକୁ ଯାଉଛନ୍ତି। ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନେ ଏହି ପଟୁଆରରେ ସାମିଲ୍ ହୋଇଥିବା ବେଳେ ଜାକ ଜକମରେ ଚାଲିଛି ପ୍ରସେଶନ।






