ଓଡିଶା ରାଜ୍ୟ ର ଅଧ୍ୟକ୍ଷ ଭାବେ ଦାୟୀତ୍ବ ଗ୍ରହଣ କଲେ ଶ୍ରୀଯୁକ୍ତ ପ୍ରଦୀପ କାଣ୍ଡୀ ଓ ଜିଲ୍ଲା ଆଇନ୍ ପ୍ରକୋଷ୍ଠ ଅଧ୍ୟକ୍ଷ ଭାବେ ଦାୟୀତ୍ବ ଗ୍ରହଣ କଲେ କେନ୍ଦ୍ରାପଡ଼ା ଜିଲ୍ଲାର ଆଇନ୍ ଜୀବି ଶ୍ରୀଯୁକ୍ତ ଅପୂର୍ବ ରଞ୍ଜନ ସେଠୀ ଭାରତରେ ସବୁଠାରୁ ଅଧିକ ପ୍ରିୟ ହିନ୍ଦୁ ସଂଗଠନ ହିନ୍ଦୁ ସେବା ସୁରକ୍ଷା ଏବଂ ଜନ କଲ୍ୟାଣ ସମିତି ର ଉତ୍ତର ପ୍ରଦେଶ ସ୍ଥିତ ରାଷ୍ଟ୍ରୀୟ କାର୍ଯ୍ୟାଳୟ ତରଫରୁ କଟକ ଜିଲ୍ଲା ର ଶ୍ରୀଯୁକ୍ତ ପ୍ରଦୀପ କାଣ୍ଡି ଙ୍କୁ ଓଡିଶା ପ୍ରଦେଶରେ (ପଛୁଆ ବର୍ଗ ପ୍ରକୋଷ୍ଠ ଉନ୍ନତି ଦିଗରେ ଯଥେଷ୍ଟ ଗୁରୁତ୍ଵ ଦେବା ପାଇଁ) *ଅଧ୍ୟକ୍ଷ* ଭାବେ ଦାୟୀତ୍ବ ପ୍ରଦାନ କରିଛନ୍ତି ଏହି ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ହୋଇଅଛି ,ଶ୍ରୀଯୁକ୍ତ ପ୍ରଦିପ ବାବୁ ରାଷ୍ଟ୍ରୀୟ କାର୍ଯ୍ୟାଳୟ ର ସମସ୍ତ ବରିଷ୍ଠ ପଦାଧିକାରୀ ଙ୍କୁ ଜଣାଇ ଛନ୍ତି ଯେ ଓଡ଼ିଶା ରାଜ୍ୟ ରେ ହିନ୍ଦୁ ସୁରକ୍ଷା ପାଇଁ ସର୍ବଦା ତତ୍ପର ରହିବେ ଏବଂ ମାନନୀୟ ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ଯୋଗୀ ଜି ଙ୍କ ପ୍ରେରଣା ରେ ସମସ୍ତ କାର୍ଯ୍ୟ କରିବେ ବ୍ୟୁରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

July 27, 2026/
No Comments


