ଆଧାର କାର୍ଡ କରେକ୍ସନ ଓ ନୂତନ ଆଧାର କାର୍ଡ ପଞ୍ଜିକରଣ ପାଇଁ ବଅଁରପାଳ ପୋଷ୍ଟ ଅଫିସରେ ଦରଖାସ୍ତ ଗ୍ରହଣ
କରାଯାଉଛି ଅନୁଗୋଳ/ବଅଁରପାଳ – ଅନୁଗୋକ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଅଁରପାଳ ପୋଷ୍ଟ ଅଫିସରେ ହେଉଛି ଆଧାର କାର୍ଡ କରେକ୍ସନ ଓ ନୂତନ ଆଧାର କାର୍ଡ ପଞ୍ଜିକରଣ। ସହଜ ଓ ସୁବିଧାରେ ଏହାର ଲାଭ ଉଠାନ୍ତୁ। ଏଥିପାଇଁ ପୋଷ୍ଟ ଅଫିସ ତରଫରୁ ଲୋକଙ୍କ ପାଇଁ ବିଶେଷ ଭାବେ ପ୍ରସ୍ତୁତ କରାଯାଇଅଛି। ଯଥାଶୀଘ୍ର ଏହାର ଲାଭ ଉଠାଇବା ପାଇଁ ପୋଷ୍ଟ ଅଫିସ ଯାଇ ସିଧସଳଖ ଯୋଗାଯୋଗ କରନ୍ତୁ। ଏଥିପାଇଁ ପୋଷ୍ଟ ଅଫିସ ପକ୍ଷରୁ ପ୍ରେସ ଜରିଆରେ ସୁଚନା ପ୍ରଦାନ କରାଯାଇଛି।



