ଆନ୍ତଃରାଜ୍ୟ ସାଇବର ଲୁଟେରା ଗ୍ୟାଙ୍ଗ୍କୁ ଧରିଲା କମିଶନରେଟ ପୋଲିସ
ଭୁବନେଶ୍ବର: ଏକ ଆନ୍ତଃରାଜ୍ୟ ସାଇବର ଲୁଟେରା ଗ୍ୟାଙ୍ଗ୍ କୁ ଧରିବାରେ ସକ୍ଷମ ହୋଇଛି କମିଶନରେଟ ପୋଲିସ। ୧୨ ଲୁଟେରାଙ୍କୁ କାବୁ କଲା ବଡ଼ଗଡ଼ ଥାନା ଓ ସ୍ପେଶାଲ୍ ସ୍କ୍ବାଡ୍ ପୋଲିସ। ସାଇବର ଅପରାଧୀମାନେ ହେଲେ ବିହାର, କେରଳ ଓ ଓଡ଼ିଶାର। ଲୁଟେରାଙ୍କ ନିକଟରୁ ୬୦ ମୋବାଇଲ୍ ଫୋନ୍, ଲାପଟପ୍ , ଗିଫ୍ଟ କାର୍ଡ ଓ ଲଟେରୀ କାର୍ଡ ଜବତ କରାଯାଇଛି। ଭୁବନେଶ୍ୱର ବଡଗଡ଼ ରେ ଜଣକ ଘର ଭଡ଼ା ନେଇ ଚଳାଇ ଥିଲେ କରବାର।



