ଲୋଟନ ମେମୋରିଆଲ କ୍ରିକେଟ ଟୁନା ମେଣ୍ଟ ଉଦଯାପିତ

ଅନୁଗୋଳ 18/1/2026 – ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକର ବଉଳିଗଡ଼ ପଞ୍ଚାୟତ ରେ ଆଜି ଲୋଟନ ମେମୋରିଆଲ କ୍ରିକେଟ ଟୁନାମେଣ୍ଟର ପ୍ରଥମ ଦିବସ l ଆଜି ପ୍ରଥମ ଦିବସରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସୁବାସ ପଟନାୟକ (ନନ୍ଦୀ )ଓ ସାଥିରେ ଆସିଥିଲେ ବିଜୟ ପରିଡା,ହେମନ୍ତ ସାମଲ, ସଂଗ୍ରାମ ଦଣ୍ଡିଆ ଅତିଥି ଆସି ପ୍ରଥମେ ପଡିଆ ମଧ୍ୟକୁ ଯାଇ ଫିତା କାଟିଥିଲେ ଓ ଦୁଇଦଳର ଖେଳାଳୀ ମାନଙ୍କୁ ସ୍ୱାଗତ ଜଣାଇଥିଲେ l ତାପରେ କ୍ରିକେଟ ଖେଳ ଆରମ୍ଭ ହୋଇଥିଲାl ଆଜି ପ୍ରଥମ ଦିବସରେ ଦୁଇଦଳ ମଧ୍ୟ୍ୟରେ ଖେଳ ଆରମ୍ଭ ହୋଇଥିଲା ଗୋଟିଏ ଅନୁଗୋଳ ରାଧାରମଣପଡା vs ଓ ଆଉ ଗୋଟିଏ ବଅଁରପାଳ ବନ୍ଦା ପ୍ରଥମ ଟଚରେ ଅନୁଗୋଳ ଜିତି ପ୍ରଥମ ବ୍ୟାଟିଙ୍ଗ କରିଥିଲା l ଓ 147 ରନ କରିଥିଲା 10 ଉଭରରେ ଓ ଦ୍ୱିତୀୟ ବ୍ୟାଟିଙ୍ଗ ରେ ବନ୍ଦା 129 ରନକରି ତାଙ୍କର 10 ଉଭର ସରିଯାଇଥିଲା ଓ ଆଠ ଗୋଟି ବ୍ୟାଟସମ୍ୟାନ ଅଲଆଉଟ ହେଇଯାଇଥିଲେ l ଏବଂ ସେ ପରା ଜୟ ହେଇଥିଲେ l ଆଜିର ପ୍ରଥମ ବିଜୟୀ ହୋଇଥିଲେ ଅନୁଗୋଳ l ଅତିଥି ମାନେ ଏହି ଖେଳକୁ ଉପଭୋଗ କରିଥିଲେ ଓ ଖେଳାଳୀ ମାନଙ୍କର ଛକା ଚଉକା ଦେଖି ବହୁତ ଖୁସି ହୋଇଯାଇଥିଲେ l ଓ ଖେଳାଳି ମାନଙ୍କୁ ଧନ୍ୟବାଦ ଜଣାଇଥିଲେ l ଓ କିଛି ସମୟ ପରେ ସେ ସେଠାରୁ ବିଦାୟ ନେଇଥିଲେ l

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ରୁ ମନୋଜ କୁମାର ମହାପାତ୍ରଙ୍କ ଜାଗ୍ରତ ଭାରତ ନିୟୁଜ



