ସୁବାଷ ସଂଗଠନ ପକ୍ଷରୁ ଦସ୍ତଖତ ଅଭିଯାନ
କଟକ ସ୍ଥାନୀୟ ସ୍ବର୍ଣ୍ଣଦେବୀ କ୍ଲବ ଠାରେ ସୁବାଷ ସଂଗଠନ ପକ୍ଷରୁ ଏକ ସାମ୍ବାଦିକ ସମିଳନୀ ହୋଇଥିଲା, ଓଡ଼ିଆ ବଜ଼ାର ରେ ନେତାଜୀ ସୁବାଷ ବୋଷଙ୍କ ଜନ୍ମ ସ୍ଥାନ ହୋଇଥିବାରୁ ସୁବାଷ ସଂଗଠନ ଦାବୀ କରୁଛି ନେତାଜୀଙ୍କ ନାମରେ ରାସ୍ତା ନାମ ହେଉ କିମ୍ବା ଷ୍ଟେସନ ନାମକରଣ ହେଉ କିମ୍ବା କଟକ ରେ ଷ୍ଟାଜୀଉ ଅଫ ଡିଗନିଟି ମର୍ଯ୍ୟାଦାର ପ୍ରତୀକ ପାଇଁ ଏକ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି, ଏହି ଦସ୍ତଖତ ଅଭିଯାନ ଯେଉଁଭଳି ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ତଥା ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଂଚି ପାରିବ ଏହି ସଂଗଠନ ର ପ୍ରୟାସ, ଏହି ସାମ୍ବାଦିକ ସମିଲିଣି ରେ ସଂଗଠନ ର ସମ୍ପାଦକ ଜ୍ଞାନରଞ୍ଜନ ଦାସ ତଥା ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ,



