ରାଉରକେଲା ବିମାନବନ୍ଦରର ହେବ ସମ୍ପ୍ରସାରଣ
ଭୁବନେଶ୍ବର: ଖୁବଶୀଘ୍ର ରାଉରକେଲା ବିମାନବନ୍ଦର ଓ ଷ୍ଟିଲ୍ ପ୍ଲାଣ୍ଟର ହେବ ସମ୍ପ୍ରସାରଣ। ରାଉରକେଲା ଗସ୍ତ ସମୟରେ ଏହି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସମ୍ପ୍ରସାରଣ ନେଇ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି। କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ଥିବା କହିଲେ ମୁଖ୍ୟମନ୍ତ୍ରୀ। ବିମାନବନ୍ଦରକୁ କାଟାଗୋରୀ- ସି କୁ ବୃଦ୍ଧି କରିବାକୁ ଯୋଜନା ଚାଲିଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମାଝୀ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


