ନେତାଜୀଜୟନ୍ତୀ ଉଛବରେ ସ୍ଥାନୀୟ ରାଜ୍ୟସଭା ସାଂସଦ ଶ୍ରୀ ଦେବାଶିଷ ସାମନ୍ତରାୟଙ୍କୁ ନିମନ୍ତ୍ରଣ ତଥା ଫଳକ ରେ ନାମ ନ ଥିବା ତଥା ଉପରାଷ୍ଟ୍ରପତି ଗସ୍ତ ସମୟରେ ସାଂସଦ କୁ ନ ଡାକିବା ପ୍ରସଙ୍ଗ କୁ ନେଇ ନିଜ ପତିକ୍ରିୟା ରଖିଲେ,କଟକ ଜିଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଓସାହେବ,ଗତ କାଲି ରାଜ୍ୟସଭା ରେ ଏହି ପ୍ରଶ୍ନ ଉଠାଇଥିଲେ ସାଂସଦ ଦେବାଶିଷ ସାମନ୍ତରାୟ, ରାଜ୍ୟସଭା ବାଚସ୍ପତି ଙ୍କୁ ଅବଗତ କରାଇଥିଲେ, ଏବଂ କହିଛନ୍ତି ଜିଲ୍ଲାପାଳ ଙ୍କୁ ନୋଟିସ କରିବା ପାଇଁ ଅବଗତ କରାଇଥିଲେ

April 29, 2026/
No Comments


