ଟେପସା ଗ୍ରାମଠାରେ ଚାଳିଥିବା ନବକୁର୍ଣ୍ଣୟ ଗାୟତ୍ରୀ ଯଜ୍ଞର ପୂର୍ଣ୍ଣାହୁତି ସଂପୂର୍ଣ୍ଣ
କଲ।ହାଣ୍ଡି.ଜିଲ୍ଲାର.ଭବାନୀପାଟଣା ବ୍ଳକ ଅଧିନସ୍ତ ପଲନା ଗ୍ରାମପଞ୍ଚାୟତ ର ଟେପସା ଗ୍ରାମରେ ଦୁଇଦିନ ଧରି ଚାଲିଥିବା ନବକୁଣ୍ଡିୟ. ଗାୟତ୍ରୀ ମହାଯଞ୍ଜ ର ପୂର୍ଣ୍ଣହୃତି ସହ ଯଞ ସମପୂର୍ଣ୍ଣ ହେ।ଇଯାଇଛି ଶନିବାର ଦିନ ୩ଘଣ୍ଟା ସମୟରେ ଗ୍ରାମର ସତାଧିକ ପୁରୁଷ ମହିଳା କିର୍ତ୍ତନ ମଣ୍ଡଳୀ ସହ ବିରାଟ ପଟୁଆରରେ କଳସ ଯାତ୍ରା ଆରମ୍ଭ ହୋଇଯାଇଥିଲା ଗ୍ରାମପାଖଦେଇ ବହୁ ଥିବା ସୁନ୍ଦେରନଦୀ ସାପସିଲେଟ ପାତାଲେଶ୍ଵର ମହାଦେବଙ୍କମନ୍ଦିର ଘାଟତଟରୁ ଗଙ୍ଗାମାତାଙ୍କର ପୂଜାର୍ଚ୍ଚନା କରି କଲ ସରେ ଜଲପୂର୍ଣ୍ଣ କରି ସୋଭାଯାତ୍ରା ଆରମ୍ଭ ହୋଇ ବାବା ପାଣଲେଶ୍ଵର ମହାଦେବଙ୍କର ମନ୍ଦିରପରିକ୍ରମା କରିବା କଳସ ଯାତ୍ରା ଯଜ୍ଞସ୍ଥାନକୁ ଆସିଥିଲା ରାସ୍ତାରେ ଗ୍ରାମ ମଧ୍ୟକୁ କଳସ ଯାତ୍ରା ପହଞ୍ଚିଲା ଗ୍ରାମରେ ହୁଳହୁଳି ସହ ଗାୟତ୍ରୀ ମାତାଙ୍କ ଜୟଧ୍ଵନିେରେଗାଁ ଦାଣ୍ଡଉଛୁଳି ପଢ଼ିଥିଲା । ଯାତ୍ରା ଯଞ୍ଜମଣ୍ଡପଠାରେ ପହଞ୍ଚିବାପରେ ନୀତିକାନ୍ତି ସହ କଳସ ସ୍ଥାପନ ହୋଇଥିଲା। ରବିବାର ଦିନ ସକାଳ ୯ ଘଣ୍ଟା ସମୟରୁ କୁଣ୍ଡ ଯଞ୍ଜ ଆରମ୍ଭ ହୋଇଥିଲା ଏହି ଯଜ୍ଞ ଉତ୍ସବରେ ଗୋଟିଏ ବିବାହସସ୍କ।ର ଗୋଟିଏ ମୁଣ୍ଡନ ସସ୍କାର ଛଅଗୋଟି ଗର୍ଭ ଧାମ ସସ୍କାର ହୋଇଥିଲା.ଏହି ମହା ଯଞ୍ଜ ଶାନ୍ତି କୁଞ୍ଜ ହରିଦ୍ଵାର ଗାୟତ୍ରୀ ପୀଠର ନିର୍ଦେଶ କ୍ରମେ ଟେପସ। ଗ୍ରାମବାସୀ ବୃନ୍ଦଙ୍କ ତତ୍ବାବୋଧନରେ ଅନୁଷ୍ଟିତ ହୋଇଥିଲା ବଳରାମ ସାହୁଙ୍କୁ ଟୋଲିରୁପେ ବରୁଣ କରି ମୁଖ୍ୟ ଭୂମିକାର ଦାଇତ୍ୱ ଦିଆଯାଇଥିଲା ଏଣୁ ସେ ନିତି. କାନ୍ତିରେ ପୂଜାର୍ଚନା କରିବା ଦାୟିତ୍ଵ ତୁଲାଇଥିଲେ ଯଜ୍ଞରେ. ଅଞ୍ଚଳର.ହଜାର ହଜାର ଭକ୍ତ ଯୋଗଦାନ କରି ଯଞ୍ଜରପୂର୍ଣ୍ଣ ହୁତୀ ପ୍ରଦାନ ପୂର୍ବକ ଜଗତ କଲ୍ୟାଣ ନିମନ୍ତେ ପ୍ରାର୍ଥନା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ଦେବଶ୍ଵରୀ ରଣା, ତନୁଚ଼ନ୍ଦ୍ର ରଣା , ପର୍ଶୁରାମ ଗହିର, କୃଷ୍ଣଚ଼ନ୍ଦ୍ର ବିଶ୍ୱାଳ, ବାବୁଲି ବାଗ ସହ ଗ୍ରାମବାସୀଙ୍କ ପୂର୍ଣ୍ଣସହଯୋଗରେ ଶାନ୍ତି ଶୃଙ୍ଗଳା ର ସହ ସମାପନ ହୋଇଥିଲା
ଧର୍ମଗତ ଉପଖଣ୍ଡରୁ ଧବଳେଶ୍ଵର ରଣାଙ୍କ ସହ ଭବାନୀପାଟଣାରୁ ନାରାୟଣ ନାୟକଙ୍କ ରିପୋଟ ଜାଗ୍ରତ ଭାରତ



