ଡେରା ପଞ୍ଚାୟତ ଉନ୍ନତିରେ ବ୍ୟଘାତ ସାଜିଛନ୍ତି କିଛି ସରକାରୀ ଜମି ମାଫିଆ

Date -03/03/26
ତାଳଚେର ତାଳଚେର ବ୍ଲକ ଡେରା ପଞ୍ଚାୟତ ଅଧୀନରେ ଥିବା ସରକାରୀ ଜମିକୁ ଅକ୍ତିଆର କରି ରଖିଛନ୍ତି କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତିବିଶେଷ ଯାହା ଫଳରେ ପଞ୍ଚାୟତର କିଛି ଉନ୍ନତି ମୂଳକ କାର୍ଯ୍ୟ କରିବାରେ ବ୍ୟାଘାତ ସ୍ତୃଷ୍ଟି ହେଉଛି। ଏହି ସରକାରୀ ଜମିକୁ ଫେରାଇ ଆଣିବା ପାଇଁ ଡେରା ପଞ୍ଚାୟତ ସରପଞ୍ଚ ଗୀତିଶ ପ୍ରଧାନ ଅନୁଗୋଳ ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କୈାଣସି ଫଳପ୍ରଦ ହୋଇନାହିଁ। ତେବେ ଏହି ଜବରଦଖଲ ଜମିକୁ ନେଇ କ’ଣ କହୁଛନ୍ତି ସରପଞ୍ଚ ଆସନ୍ତୁ ଦେଖିବା





