ଢ଼େଙ୍କାନାଳ ଫ୍ରେଣ୍ଡମସ୍ତି ଗୃପ ତରଫରୁ ହୋଲି ଉତ୍ସବ ପାଳିତ
ଢ଼େଙ୍କାନାଳ କାରିଗର ସାହି ସ୍ଥିତ ଫ୍ରେଣ୍ଡମସ୍ତି ଗୃପ ତରଫରୁ ଧୁମଧାମରେ ହୋଲି ଉତ୍ସବ ପାଳିତ କରାଯାଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ ରଙ୍ଗ ପର୍ବକୁ ଗୃପର ସମସ୍ତ ସଦସ୍ୟ ହର୍ବାଲ ରଙ୍ଗ ବ୍ୟବହାର କରି ପୁରା ପରିବେଶକୁ ରଙ୍ଗ ରଙ୍ଗୀନ କରିଥିଲେ। ସଞ୍ଜୟ କୁମାର ମହନ୍ତ, ରାଧାନାଥ ରାଉତ, ବିକାଶ କୁମାର ପ୍ରଧାନ,ସୁନିଲ କୁମାର ସାହୁ, ରାହୁଲ ସାହୁ, ମୁକେଶ ବେହେରା,ସିପୁ ସାହୁ,ପ୍ରଦିପ ନାୟକ, ରାକେଶ ସାହୁ, ବିଶ୍ବଜିତ ସାହୁ, ଗଣେଶ୍ୱର ସାହୁ,ଶ୍ରୀତମ ପଣ୍ଡା,ପ୍ରବୋଧ ମହାନ୍ତି ଓ ଅନ୍ୟାନ୍ୟ ଉପସ୍ଥିତ ରହି ଏହି ପବିତ୍ର ହୋଲି ପର୍ବ ଧୁମ୍ ଧାମ ରେ ପାଳନ ହେଇଥିଲା



