ମାଁ ମାଉଲି କପ ୨୦୨୬ କ୍ରିକେଟ ପ୍ରତିଯୋଗୀତା ଫାଇନାଲରେ ଚିଲିଗୁଡା କୁ ହରାଇ କୋଟାଆଗାଁ ଚମ୍ପିୟାନ
ଜୁନାଗଡ଼ -୦୫/୦୩/୨୬.(ବାଲେଶ୍ବର ସୁନାନୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ତାଲପଦର ଗାଁର ଯୁବନୁଷ୍ଠାନ ତରଫରୁ ବଙ୍କାପଳା ମିନିଷ୍ଟାଦିୟମ ଠାରେ. ତା୨୫-୦୨-୨୦୨୬ ଠାରୁ. ତା ୦୫/୦୩/୨୦୨୬ ପର୍ଯ୍ୟନ୍ତ ଟୁନାମେଣ୍ଡ ଜାରିରହିଥିଲା ଉକ୍ତ ଟୁନାମେଣ୍ଡ ରେ ୧୬ଟି ଦଳ ଭାଗନେଇଛନ୍ତି ୨୪/୦୨/୨୬ ମଙ୍ଗଳବାର ଦିନ ଆରମ୍ଭ ହୋଇସାରିଥିଲା ପ୍ରଥମମେଚ ଅନୁଷ୍ଠିତ ହୋଇଥିଲା ଖମନପଡା ଏବଂ ଡ଼ଙ୍ଗରିଗୁଡା ମଧ୍ୟରେ. ଡଙ୍ଗରିଗୁଡା.ଟସ ଜିତି ପ୍ରଥମରେ ବେଟିଙ୍ଗ କରିବାକୁ ନିସପତି ନେଇଥିଲା.ଏବଂ ୧୦ଓଭର ଖେଲଶେଷ କରି ୪ୟୁକେଟ ହରାଇ ୧୩୪. ରନ ସଂଗ୍ରହ କରିଥିଲା ଏବଂ ବିଜୟ ଲକ୍ଷ ରଖିଥିଲା ୧୩୫.ତର ଜବାବ ରେ ଖମନପଡା ୫ ୟୁକେଟ ହରାଇ ମାତ୍ର ୭୨ରନ ସଂଗ୍ରହ କରିଥିଲା ଉକ୍ତ ଫାଇନାଲ ଖେଳ ହେଇଥିଲା କୋଟାଗାଁ ଏବଂ ଚିଲିଗୁଡା ମଧ୍ୟରେ ପ୍ରଥମେ ଟଚ ଜିତି କୋଟାଗାଁ ୧୦ ଓଭରରେ ୧୩୪ ରନ ୭ୟୁକେଟ ବିନିମୟରେ ସଂଗ୍ରହକରିଥିଲା.ଚିଲିଗୁଡା ୬୭ରନକରି ଅଲ ଆଉଟ ହୋଇ ପରାଜୟ ହୋଇଥିଲା ଉକ୍ତ ଖେଳରେ ମୁକ୍ଷ ଅଥିତି ଭାବେ ଜୁନାଗଡ଼ ବ୍ଲକ ଚେରମେନ ସବିତା ମେହେର.ପ୍ରମୋଦ ବେହେରା.ତାରାଶଙ୍କର ରାଏଗୁରୁ. ଟିକଚନ୍ଦ ବାଗ. ଦେବେନ୍ଦ୍ର ମେହେର. ଗୌରହରି ବାଗ ଉପସ୍ଥିତ ଥିଲେ ଅମ୍ପାର ଭାବ ରେ ଥିଲେ ଧରାମେନ୍ଦ୍ର ବାଗ ଓ ଆଲୋକ ନିଆଲ. ଉକ୍ତ ଟୁରନାମେଣ୍ଟ ର କେପଟେନ ସୁଶାନ୍ତ ବାଗ ଏବଂ ସ୍କୋରବୋଡ଼ ଭାବେକରିଥିଲେ କାମିୟ ରନଞ୍ଜନ ମାଝୀ କରିଥିଲେ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)


