ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ନେଇ ବିଜୟ ମହାପାତ୍ରଙ୍କ ବଡ ବୟାନ । ଆଗକୁ ରାଜ୍ୟରେ ଏକ ବଡ ରାଜନୈତିକ ପରିବର୍ତ୍ତନ ହେବ କହିଛନ୍ତି । ୬ ମାସ ତଳେ କହିଥିଲି ୨୦୨୬ ନିର୍ଣ୍ଣାୟକ ହେବ । କାଚ ଘରେ ସ୍ୱପ୍ନ ଦେଖୁଥିବା ଲୋକ ଆଗ ନିଜ ଛବିକୁ ଆଇନାରେ ଦେଖନ୍ତୁ । ବିଜେଡିରେ ଅସନ୍ତୋଷର ବହ୍ନି ଜଳୁଛି, ନବୀନ ତର୍ଜମା କରିବା ଦରକାର ।
ଦଳପତିଙ୍କ ଉପରେ ଦଳୀୟ ନେତା ଆଉ ବିଶ୍ୱାସ କରୁନାହାନ୍ତି । ଅସନ୍ତୋଷ ଶେଷ ସୀମାରେ ପହଞ୍ଚିଛି ଆଗକୁ ବିଜେଡିର ଅଧିକ କ୍ଷତି ହେବ । ୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା । ଜିତିବା ପାଇଁ ଲଢୁଥିଲୁ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)


