ଉତ୍କଳ ଗୌରବ ମଧୁସୂଦନ ପାଠାଗାର ଉଦଘାଟିତ

ଓଡିଶା ହାଇକୋର୍ଟ ପ୍ରାଙ୍ଗଣରେ ଉତ୍କଳ ଗୌରଭ ମଧୁସୂଦନ ପାଠାଗାର ଓଡିଶା ଉଚନlୟାଳୟର ମୂଖ୍ୟ ବିଚାରପତି ଶ୍ରୀ ହରିଶ ଟଣ୍ଡନଙ୍କ ଦ୍ୱାରା ଉଥ ଘାଟିତ ହୋଇଯାଇଛି, ଏହି ଉଛବ ରେ ଆଡ଼ଭୋକେଟ ଜେନେରାଲ ଶ୍ରୀ ପିତାମ୍ବର ଆଚାର୍ଯ୍ୟ,ବିଚାରପତି ମାନସ ରଞ୍ଜନ ପାଠକ,ବିଚାରପତି କେ, ଆର ମହାପାତ୍ରଙ୍କ ସହିତ ବାର ଆସୋସିଏସନର ପୁରାତନ ତଥା ନୂତନ ସଭାପତି ଓ ସମ୍ପାଦକଙ୍କ ସହିତ ପାଠାଗାରର ଆସିଷ୍ଟାଣ୍ଟ ସମ୍ପାଦକ ସପନ କୁମାର ପାଲ ଉପସ୍ଥିତ ରହି ଏହି ଉଥଘାଟଣ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ



