
ସ୍ଟୁଆର୍ଟ ବିଜ୍ଞାନ କଲେଜ ତରଫରୁ ମେଗା ରକ୍ତ ଦାନ ଶିବିର

କଟକ ବକ୍ସି ବଜାର ମିଶନ ରୋଡ଼ ସ୍ଥିତ ସ୍ଟୁଆର୍ଟ ବିଜ୍ଞାନ କଲେଜ ରେ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି, କଲେଜର ଛାତ୍ର ଛାତ୍ରୀ ମାନେ ଅତି ଆଗ୍ରହ ସହ ରକ୍ତ ଦାନ କରିଛନ୍ତି, ଏହି ରକ୍ତ ଦାନ ଶିବିର NCC, YRCଏବଂ NSS ମିଳିତ ସହଯୋଗରେ ପରିଚାଳନା ହୋଇଥିଲା,ଏହି ରକ୍ତ ଦାନ ଶିବିରକୁ ସ୍ଟୁଆର୍ଟ ବିଜ୍ଞାନ କଲେଜର ଅଧକ୍ଷା ଡକ୍ଟର ଦୀପା ନାଗ
ଙ୍କ ଦ୍ୱାରା ଉତଘାଟନ କରିଥିଲେ, ଏହି ରକ୍ତ ଦାନ ଶିବିରରେ 6ଟି କଲେଜର ଛାତ୍ର ଛାତ୍ରୀ ଏହି ଶିବିରରେ ଅଂଶ ଗ୍ରହଣ କରିଥିଲେ,ଏହି ରକ୍ତ ଦାନ ଶିବିରକୁ ସ୍ଟୁଆର୍ଟ ବିଜ୍ଞାନ କଲେଜର କେମେସଟ୍ରି ବିଭାଗର ଅଧ୍ୟାପିକା ତଥା YSR ର କଂଭେନର
ଡକ୍ଟର ସସ୍ମିତା ପଟନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।





