ଓଡିଶା ଜନତା କଂଗ୍ରେସ ପାର୍ଟିର ପଡିଲା ମୂଳଦୂଆ
ଭୁବନେଶ୍ୱର: ନୂଆ ଆଞ୍ଚଳିକ ଦଳ ଓଡିଶା ଜନତା କଂଗ୍ରେସ ପାର୍ଟିର ମୂଳଦୁଆ ପଡିଲା । ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଏକ ବିରାଟ ସମାବେଶରେ ଲୋକାର୍ପଣ କରାଯାଇଛି । ମହମ୍ମଦ ମୋକିମଙ୍କ ନେତୃତ୍ୱରେ ନୂଆ ଆଞ୍ଚଳିକ ଦଳର ଲୋକାର୍ପଣ ହୋଇଛି । ସମାବେଶ ସ୍ଥଳରେ ନିଲମ୍ବିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଉପସ୍ଥିତ ଅଛନ୍ତି ।



