ବିଜେପି ପକ୍ଷରୁ ମାସ୍କ ବଣ୍ଟନ କରାଯାଇ ଅମାନିଆଙ୍କୁ ସଚେତନତା ଜେ ବି ଏନ, ୧୨/୦୪/୨୦୨୧, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ଦେଶ ଓ ରାଜ୍ୟରେ କରୋନା ରୋଗୀ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଏହି କରୋନା ରୁ ରକ୍ଷା ପାଇବାର ଏକୋ ମାତ୍ର ଉପାୟ ହେଲା ବାହାରକୁ ବାହାରିବା ସମୟରେ ମlସ୍କୋ ବ୍ୟବହାର କିରିବା, କିନ୍ତୁ କେତକ ଅନମlନୀୟl ବିନା ମlସ୍କୋ ରେ ବାହାରକୁ ବାହାରିଥାନ୍ତି, ଆଜି ବରହମପୁର କମା ପଲ୍ଲୀ ବିଜେପି ମଣ୍ଡଳ ତରଫରୁ କମା ପଲ୍ଲୀ ଠାରେ ଅମାନିଆ ମାନଙ୍କୁ ମlସ୍କୋ ଦେଇ କରୋନା ବିଷୟରେ ସତେନl କରାଯାଈଥିଲା, ଏହି ଅଭିଯାନ ରେ ବିଜେପି...






![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-20-scaled.jpg)