ପ୍ରଜା କୋର୍ଟ ପରେ ବନ୍ଧକ ଯବାନଙ୍କୁ ଛାଡିଲେ ମାଓବାଦୀ : ବିଶ୍ଳେଷଣ ଜେ ବି ଏନ, ୦୯/୦୪/୨୦୨୧, ନୂଆଦିଲ୍ଲୀ : CRPF ଜୱାନ ରାକେଶ୍ୱର ସିଂ ମନହସଙ୍କୁ ନକ୍ସଲମାନେ 5 ଦିନ ପରେ 8 ଏପ୍ରିଲରେ ମୁକ୍ତ କରିଥିଲେ। କିନ୍ତୁ ଏହି ନକ୍ସଲମାନେ ତାଙ୍କୁ ଦଉଡିରେ ବାନ୍ଧି ଆଣିଥିଲେ | ଏ ନେଇ ବିଭିନ୍ନ ମିଡିଆ କଥାକୁ ହାଲକାରେ ଗ୍ରହଣ କରିଥିବା ବେଳେ ତାଙ୍କୁ ଅପମାନିତ କରାଯାଇ ଗାଁରେ ପ୍ୟାରେଡ କରାଯାଇଥିଲା ବୋଲି ବିଭିନ୍ନ ମିଡିଆ କହିଛନ୍ତି , ସେମାନଙ୍କ କହିବା ଅନୁସାରେ ଲାଗୁଛି ଯେ ରାକେଶ୍ୱର ସିଂ ମାନହସଙ୍କୁ ଭାରତରେ ନୁହେଁ ବରଂ ଏକ ଶତ୍ରୁ ଦେଶରେ ବନ୍ଧକ...






