
ସ୍କିଲ୍ – ଇନ୍ – ଓଡିଶା ଆଜି ବିଶ୍ଵ ବ୍ରାଣ୍ଡ ଭାବେ ପରିଚିତ – ମନ୍ତ୍ରୀ ସୁଦକ୍ଷା ଯୋଜନା ଅତ୍ୟନ୍ତ ଫଳପ୍ରଦ ଝିଅମାନଙ୍କ ଯୋଗଦାନ ୬ ପ୍ରତିଶତରୁ ୨୨.୫ ପ୍ରତିଶତକୁ ବୃଦ୍ଧି ଦେଶର ସର୍ବଶ୍ରେଷ୍ଠ ୧୦୦ ଟି ଆଇଟିଆଇ ପ୍ରତିଷ୍ଠାନ ମଧ୍ୟରେ ଓଡିଶାର ୬ ଗୋଟି ସ୍ଥାନିତ ଭୁବନେଶ୍ୱର (୨୭ / ୦୫ / ୨୦୨୩) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ବିଭାଗୀୟ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ ଏବଂ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ବିଭାଗୀୟ ସମୀକ୍ଷା ବୈଠକର ନିର୍ଯ୍ୟାସ ଓ ସଫଳତା...














