ନୂଆପଡା: ନୂଆପଡା ଉପନିର୍ବାଚନକୁ ନେଇ ରାଜନୀତି ବେଶ ସରଗରମ ରହିଛି । ଏଠାରେ ବିଜେଡି ବାଜିମାତ କରିବ ବୋଲି ଦୃଢୋକ୍ତି ବାଢୁଥିବା ବେଳେ କଂଗ୍ରେସ ବି ଜିତିବ ବୋଲି କହିଛି । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଉପନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ନୂଆପଡାରେ ପୂର୍ବରୁ କଂଗ୍ରେସ ବାଜିମାତ କରିଛି । ପୂର୍ବରୁ କଂଗ୍ରେସ ଉପନିର୍ବାଚନ ଜିତିଛି, ଏଥର ବି ଜିତିବ । ଏଠାରେ କଂଗ୍ରେସର ଲଢେଇ ବିଜେପି ନୁହେଁ ବିଜେଡି ସହିତ ହେବ ।କଂଗ୍ରେସ ନୂଆପଡାରେ ବିଜୟ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ସହ ଏଠାରେ ଦଳ ଘାଶିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି...



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-09-23_06-59-47-451-scaled.jpg)





