
ମୁରଲୀଧର ମହାନ୍ତି ସ୍କୁତିସସଦ ତରଫରୁ ଏକାଦଶ ବାର୍ଷିକ ସ୍କୁତିସଭା ଓ ସମଦ୍ଧନା ସମାରୋହ ଅନୁଷ୍ଠିତ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଳକ ଅନ୍ତର୍ଗତ ପାରିନୁଆପଡା ,ହାବଳଗଣ୍ଡ ପଞ୍ଚାୟତର ଉଜାଙ୍ଗ ଠାରେ ଥିବା ମୁରଲୀଧର ମହାନ୍ତି ସ୍କୁତିସସଦ ତରଫରୁ ଏହାହ ଏକାଦଶ ବାର୍ଷିକ ସ୍କୁତିସଭା ଓ ସମଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି ।ସଭାରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ଵର ନନ୍ଦ ସଭାପତିତ୍ବ କରିଥିବା ବେଳେ ଶିକ୍ଷକ ବଟକୃଷ୍ଣ ପଣ୍ଡା ସମ୍ପାଦକୀୟ ପାଠ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ ।ପ୍ରଥମେ ଆନ୍ତଃ ବିଦ୍ୟାଳୟସ୍ତରୀୟ ସଂଗିତ , ନୃତ୍ୟ ଛାତ୍ର ,ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା ।ଏଥିରେ ବିଚାରକ ଭାବେ କେଶବ...















