ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୀମାରୁ ଗଡ଼ଚିରୋଲି ଅଂଚଳରେ ୫ ମାଓବାଦୀକୁ ଗିରଫ । ସେମାନଙ୍କ ନାଁରେ ସରକାର ୩୬ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ଗିରଫମାନଙ୍କ ମଧ୍ୟରେ ଜଣେ ଡିଭିସିଏମ ସଦସ୍ୟ, ଜଣେ ଏସିଏମ ଏବଂ ଅନ୍ୟ ୩ ଜଣ ପ୍ଲାଟୁନ ସଦସ୍ୟ ରହିଛନ୍ତି। ଗିରଫ ମାଓବାଦୀଙ୍କଠାରୁ ପୋଲିସ ସାତଟି ବନ୍ଧୁକ ମଧ୍ୟ ଜବତ କରିଛି। ଗୋଟିଏ ସ୍ୱୟଂଚାଳିତ ସେଲ୍ଫ-ଲୋଡିଂ ରାଇଫଲ୍, ଗୋଟିଏ 303 ରାଇଫଲ୍, ତିନୋଟି ସିଙ୍ଗଲ୍-ସଟ୍ ରାଇଫଲ୍, ଦୁଇଟି ମଜଲ୍ଲୋଡର ଏବଂ ତିନୋଟି ୱାକି-ଟକି ଜବତ କରାଯାଇଥିଲା।ଗଡ଼ଚିରୋଲି ପୋଲିସ ବାହିନୀର ପ୍ରଭାବଶାଳୀ ଅଭିଯାନ ଯୋଗୁଁ, ଜାନୁଆରୀ ୨୦୨୨ ପରଠାରୁ ଗଡ଼ଚିରୋଲି ପୋଲିସ ବାହିନୀ ମୋଟ ୧୦୩ ଜଣ...




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-11-scaled.jpg)