
( ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ଗୋଡ଼ା ଠାରେ ବିଜୁ ଜନତା ଦଳ ର ଜନ ସମ୍ପର୍କ ପଦଯାତ୍ରା ଉଦଯାପିତ ) ଜଗତସିଂହପୁର ତା=11/10/23 ବିଜୁ ଜନତା ଦଳ ପକ୍ଷରୁ ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ଜନ ସମ୍ପର୍କ ପଦ ଯାତ୍ରା ଆରମ୍ଭ କରାଯାଇ ପବିତ୍ର ଜୟପ୍ରକାଶ ଜୟନ୍ତୀ ରେ ଉଦଯାପିତ ହୋଇଯାଇଛି | ଏହି ପରିପ୍ରେକ୍ଷୀ ରେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ର ହଜାର ହଜାର କର୍ମୀ ବିଧାୟକ ରଘୁନନ୍ଦନ ଦାସ ଙ୍କ ନେତୃତ୍ୱ ରେ ବାଲିକୁଦା ବଜାର ରୁ ବିରାଟ ଶୋଭାଯାତ୍ରା ରେ ଦୀର୍ଘ ପନ୍ଦର କିଲୋମିଟର ପଦ ଯାତ୍ରା ରେ...















