March 10, 2021/
ଆବାସ ନିର୍ମାଣ ପାଇଁ ମନ୍ତ୍ରୀଙ୍କ ଗୋଡ଼ ତଳେ ପଡ଼ିଲେ ମହିଳା ଜେ ବି ଏନ, ୧୦/୦୩ /୨୦୨୧, (ରିପୋର୍ଟ, ସୁଦାମ ଚରଣ ସାହୁୁ, ୱେଷ୍ଟର୍ଣ୍ଣ ଓଡିଶା ବ୍ୟୁରୋ ), ବୌଦ୍ଧ : ଆବାସ ନିର୍ମାଣ ପାଇଁ ମନ୍ତ୍ରୀଙ୍କ ଗୋଡ଼ ତଳେ ପଡ଼ିଲେ ମହିଳା ହେଲେ ମହିଳାଙ୍କୁ ଏଡ଼ାଇ ଚାଲିଗଲେ ମନ୍ତ୍ରୀ ପଦ୍ମନାଭ ବେହେରା । ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିିଳିଛି । ମନ୍ତ୍ରୀ ପଦ୍ମନାଭ ବେହେରା ବିନିକା ଗସ୍ତ ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ଆଜି ବହୁ ସଂଖ୍ୟାରେ ମହିଳା ମନ୍ତ୍ରୀଙ୍କୁ ଘେରିଥିଲେ । କାର୍ଯ୍ୟାଦେଶ ବଣ୍ଟନର ବର୍ଷକ ପରେ ବି...






