କେନ୍ଦୁଝର ପୋଲିସକୁ ବଡ଼ସଫଳତା କେନ୍ଦୁଝର ପୋଲିସ୍ କବ୍ଯାରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ କେନ୍ଦୁଝର ପୋଲିସ୍ କୁ ବଡ ସଫଳତା। ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ଏକୋଇସ ଜଣକୁ ଗିରଫ କରିଛି କେନ୍ଦୁଝର ପୋଲିସ। ସୂଚନା ଅନୁଯାୟୀ ଗତ ଷୋହଳ ତାରିଖ ଦିନ କେନ୍ଦୁଝର ରେ ହୋଇଥିବା ଏକାଧିକ ଅଳଙ୍କାର ଲୁଟ୍ ଘଟଣା ପରେ କେନ୍ଦୁଝର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଗଠନ କରାଯାଇ ଏହି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି କେନ୍ଦୁଝର ପୋଲିସ୍ । ଯାହାକି ସୂଚନା ରହିଛି ଏହି ଗ୍ୟାଙ୍ଗ ବିଭିନ୍ନ ରାଜ୍ୟରେ ହଜାରେ ରୁ ଅଧିକ ଘଟଣା ଭିଆଇଥିବା ସୂଚନା। ମୁଖ୍ୟ ଅଭିଯୁକ୍ତ...






