ସମ୍ପ୍ରସାରିତ ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦଘାଟିତ ସମ୍ପ୍ରସାରିତ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ଧର୍ମଗଡ ଠାରେ ଉଦଘାଟିତ ହୋଇଯାଇଛି। ଏହି ଉତ୍ସବ ତିନିଦିନ ଧରି ହୋଇଥାଏ ଆଜି ଉତ୍ସବର ପ୍ରାରମ୍ଭରୁ ଧର୍ମଗଡ ର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାରଘରଣୀ ଦେବୀଙ୍କ ପିଠ ଠାରୁ ବିଶାଳ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମଶାଲ ଯାତ୍ରା ମା ଙ୍କ ମନ୍ଦିରରୁ ବାହାରୀ ପ୍ରବଳ ଜନସମାଗମ ମଧ୍ୟରେ ସହର ପରିକ୍ରମା କରିବା ପରେ ଉତ୍ସବ ପଡ଼ିଆଠାରେ ପହଞ୍ଚି ମଶାଳ ମଞ୍ଚରେ ସ୍ଥାପିତ ହୋଇ ଥିଲା। ଉଦ୍ ଘାଟନୀ ସାଂସ୍କୃତିକ ସନ୍ଧ୍ୟା ରେ ଆସାମ ର ବିହୁ, କଟକର ସିଂହମ୍ ନୃତ୍ୟ, ଗଞ୍ଜାମ ର ବିଚିତ୍ର...


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-11-scaled.jpg)

