ଆୟୁଷ୍ମାନ କାର୍ଡ ଲୋକାର୍ପଣ ରେ ଭର୍ଚୁଆଲ ମୋଡରେ ସାମିଲ ହେଲା ଗୋଲାମୁଣ୍ଡା ବ୍ଲକରୁ ଫରଙ୍ଗସ୍ଵାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଗୋଲାମୁଣ୍ଡା ୧୧/୪କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫରଙ୍ଗ ସ୍ଵାସ୍ଥ୍ୟ କେନ୍ଦ୍ର ନେତୃତ୍ୱ ରେ ଆଜି ହାଇସ୍କୁଲ ଖେଳପଡିଆ ଠାରେ ଆୟୁଷ୍ମାନ କାର୍ଡ ଲୋକାର୍ପଣ ର ଶୁଭାରମ୍ଭ ର ଭର୍ଚୁଆଲ ମୋଡରେ ସାମିଲ ହୋଇଥିଲା ଗୋଲାମୁଣ୍ଡା ବ୍ଲକର ସ୍ୱାସ୍ଥ୍ୟ କେନ୍ଦ୍ର ଫରଙ୍ଗ ପକ୍ଷରୁ।ମୂଖ୍ୟ ଅତିଥି ଭାବେ ବିଡିଓ ଶ୍ରୀଧର ପଣ୍ଡା , ସମ୍ମାନିତ ଅତିଥି ଭାବେ ଓଁମ ଗୀତା ଜାଲ,ପୂର୍ବତନ ଜିଲ୍ଲାପରିଷଦ ନିରୁପମା ନାଏକ ,ପ୍ରସନ୍ନ କୁମାର ରାଉତ, ଦସପୁର ଦୂର୍ଗେଶ୍ୱର୍ ସାହୁ, ବୃନ୍ଦାବାହାଲ ସରଞ୍ଚ ଦିନେଶ କୁମାର ରାଉତ, ଚିଚିଆ ସରପଞ୍ଚ...






