*ପୋଖରୀ ପାଣି ବିସାକ୍ତ,ବଡଟିକରା ଗୁଡା, ଜୁନାଗଡ଼, କଳାହାଣ୍ଡି**.ମଣିଷକୁ ଘେରି ରହି ତାର ଜିବନ ତଥା କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଉଥିବା ପରିବ୍ରୁତିକୁ ହିଁ ପରିବେଶ କୁହାଯାଏ, କିନ୍ତୁ ଯଦି ପରିବେଶ ଦୁଷିତ ହୁଏ ତାହେଲେ ସେହି ପରିବେଶରେ ବଞ୍ଚୁଥିବା ମଣିଷର ଆଚରଣ ଉଚ୍ଚାରଣ ଓ ବ୍ୟବହାର କେମିତି ହେବ ନ କହିବା ଭଲ.ଠିକ୍ ସେମିତି ପାଣି ଯଦି ଦୁଷିତ ହୁଏ ଓ ଆବର୍ଜନାର ଗନ୍ତାଘର ପାଲଟିଯିବା ସହିତ ଦେହରେ ମଧ୍ୟ ଟାଇଫଏଡ ହେଲାଭଳି କାଛୁକୁଣ୍ଡିଆ ବି ହୋଇଥାଏ.. କହିବାର ମାନେ ଆମେ କହୁଛୁ କଲାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଳକ ଅନ୍ତର୍ଗତ ବଡଟିକରା ଗୁଡାର ଗ୍ରାମ ବାସି ମାନଙ୍କର କାହାଣି.ଲୋକଙ୍କ କହିବା ଅନୁସାରେ...






