
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର କୁଚେଇଯୋର ଠାରେ ମାଓ ପୋଷ୍ଟର ଲଗାଇ ଉପସ୍ଥିତ ଜାହିର କଲେ ମାଓବାଦୀ ନିକଟ ଅତୀତରେ କଳାହାଣ୍ଡି ଜିଲ୍ଲା ରାମପୁର ବ୍ଲକରେ ଅନ୍ତର୍ଗତ ଟାପରାଙ୍ଗ ଠାରେ ମାଓବାଦୀ ଓ ଜବାନଙ୍କ ମଧ୍ୟ ଗୁଳି ବିନିମୟରେ ତିନି ମାଓ ନିହତ ହୋଇ ଜଣେ ଡିଏସପି ଅତୁଲ ଦାସଙ୍କ ଗୋଡ଼ ଗୁଳି ମାଡ଼ରେ ଆହତ ହେବାପରେ ସାରା ଜିଲ୍ଲାରେ ଭୟର ବାତାବରଣ ଦେଖିବା ମିଳିଛି। ଏହାର କିଛି ଦିନ ବ୍ୟବଧନରେ ୧୫ତାରିଖ ଦିନ ମାଓବାଦୀଙ୍କ ଦ୍ବାରା ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା। ସେହିଦିନ ଠାରୁ ବିଭିନ୍ନ ଅଞ୍ଚଳରେ ମାଓବାଦୀ ମାନେ ପୋଷ୍ଟ ର ମାରି ତାଙ୍କର ଉପସ୍ଥିତ ଜାହିର କରିବା...















