
ଦାସପୁର.. ଠୁ ଚପରିଆ ରାସ୍ତାଅତି ନିମ୍ନ ମାନର ତିଆରି – ଅଳ୍ପ ବର୍ଷା ହେବାରୁ ଚାଲିହେଉନି ଆଜିଦେଖିବାକୁ ମିଳିଛି ଦଶପୁର ଠାରୁ ଚପରିଆ ରାସ୍ତା r. D. ବିଭାଗ ଦ୍ୱାରା ପରିଚାଳିତ ହେଉଥବା ବେଳେ ଗୋଲାମୁଣ୍ଡା ବ୍ଲକ ଟିଙ୍ଗିପଦର ଗତାଖୁଟା ବ୍ରିଜ ଠାରେ ସ୍ୱଳ୍ପ ବର୍ଷା ହେତୁ ସାଇକେଲ. ମଟର ସାଇକେଲ ଆରୋହୀ ମାନେ ନାହିଁ ନଥିବାରଅସୁବିଧା ଭୋଗୁଛନ୍ତି ଆଜି ସକାଳ ସାତ ଟା ରେ ଏକ ମଟର ସାଇକେଲ ଆରୋହୀ ଦୁଇଜଣ ପଡି କାଦୁଅରେ ଜୁଡୁ ବୁଡୁ ହୋଇ ବାଞ୍ଜିପଦର ସୁରେନ୍ଦ୍ର ଙ୍କ ପାଖ ନଲ କୂପରେ କାଦୁଅ ଧୋଇ ହୋଇ ଥିଲେ ଠିକ ଏହି ସମୟରେ ଚପରିଆ ହାଇସ୍କୁଲ...















