ସମାଜସେବୀ ବିଶ୍ଵନାଥ କରଙ୍କୁ ସମ୍ମାନ ସୁଚକ ଡକ୍ଟରେଟ ପ୍ରଦାନ… ୧୦/୧୧/୨୦୨୫: କଳାହାଣ୍ଡି ର ବିଶିଷ୍ଟ ସମାଜସେବୀ, ଚାଷୀ ନେତା, ତଥା ବରିଷ୍ଠ ଆଇନଜୀବି ଓ ନୋଟରୀ ପବ୍ଲିକ ଶ୍ରୀଯୁକ୍ତ ବିଶ୍ଵନାଥ କର ଙ୍କୁ ଗତ ତା ୯.୧୧.୨୫ ରିଖ ରବିବାର ଦିନ ଜଗନ୍ନାଥ ଧାମ, ପୁରୀ ସ୍ଥିତ ବିଷ୍ଣୁ ଭବନ ର ସଭାଗୃହ ରେ, ଭାରତ ସରକାରଙ୍କ ସ୍ବୀକୃତି ପ୍ରାପ୍ତ ଓ ଯୋଗ୍ୟ ବିବେଚିତ ଏବଂ ନୀତି ଆୟୋଗ ଏବଂ ଯୁକ୍ତରାଷ୍ଟ୍ର ସଂଗଠନ, ଯେନେଭା ଦ୍ଵାରା ରେଜିଷ୍ଟ୍ରି ଭୁକ୍ତ ଏବଂ କେନ୍ଦ୍ରୀୟ ଖ୍ରୀଷ୍ଟିଆନ ବିଶ୍ଵବିଦ୍ୟାଳୟ, ପୂର୍ବ ଆଫ୍ରିକା ଙ୍କ ସହ ଅନୁବନ୍ଧିତ ହୋଇଥିବା ବି.ଭି.ଓ. ଇ ବିଶ୍ଵବିଦ୍ୟାଳୟ ଦ୍ଵାରା ସମାଜ କଲ୍ୟାଣ...






