ପ୍ରତିରକ୍ଷା ହିସାବ ବିଭାଗର ନୂଆ ମୁଖ୍ୟ ହେଲେ ଅଲ୍କା ନାଙ୍ଗିଆ ଆରୋରା ନୂଆଦିଲ୍ଲୀ, ୧ ଅଗଷ୍ଟ: ଭାରତୀୟ ପ୍ରତିରକ୍ଷା ହିସାବ ସେବା (IDAS)ର ୧୯୯୧ ବ୍ୟାଚ୍ ଅଧିକାରୀ ଶ୍ରୀମତୀ ଅଲ୍କା ନାଙ୍ଗିଆ ଆରୋରା ଶନିବାର କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଡିଫେନ୍ସ ଆକାଉଣ୍ଟସ୍ (CGDA) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରତିରକ୍ଷା କ୍ଷେତ୍ରର ଆର୍ଥିକ ପରିଚାଳନାରେ ତିନି ଦଶକରୁ ଅଧିକ ଅଭିଜ୍ଞତା ଥିବା ଶ୍ରୀମତୀ ଆରୋରାଙ୍କ ନିଯୁକ୍ତିକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି। ଗଡ଼ୱାଲ ବିଶ୍ୱବିଦ୍ୟାଳୟ ଏବଂ IIT ରୁର୍କିର ପୂର୍ବତନ ଛାତ୍ରୀ ଅଲ୍କା ନାଙ୍ଗିଆ ଆରୋରା କେନ୍ଦ୍ର ସରକାରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଉଚ୍ଚପଦବୀରେ କାର୍ଯ୍ୟ କରିଛନ୍ତି। କୃଷି ମନ୍ତ୍ରଣାଳୟ, MSME...


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-19-scaled.jpg)



