ଭୁବନେଶ୍ୱର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶେଷ ହୋଇଛି ଦଳର ଅତି ଗୁରୁତ୍ୱପୂର୍ଣ୍ଣ ତଥା ହେଭିୱେଟ୍ କୋର କମିଟି ବୈଠକ। ଓଡ଼ିଶାରେ ସରକାର ଗଠନ ପରେ ସଙ୍ଗଠନକୁ ଅଧିକ କ୍ରିୟାଶୀଳ ଏବଂ ସରକାରଙ୍କ ପ୍ରଦର୍ଶନକୁ ନିଖୁଣ କରିବା ପାଇଁ ଏହି ବୈଠକରେ ବଡ଼ ରଣନୀତି ପ୍ରସ୍ତୁତ କରାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବୈଠକରେ ସମସ୍ତ ପ୍ରମୁଖ ନେତାଙ୍କୁ ସଙ୍ଗଠନ ଓ ସମନ୍ୱୟର ଏକ ନୂଆ ‘ଗୁରୁମନ୍ତ୍ର’ ଦେବା ସହ କଡ଼ା ଟାସ୍କ ଧରାଇଛନ୍ତି। ସରକାର ଏବଂ ସଙ୍ଗଠନ ଯେପରି ସମାନ୍ତରାଳ ଭାବେ ଆଗକୁ ବଢ଼ିବେ, ଏହା ଉପରେ ଏହି ହାଇ-ପ୍ରୋଫାଇଲ୍ ବୈଠକରେ ସବୁଠାରୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ବୈଠକ ଶେଷ...





