ପଶ୍ଚିମବଙ୍ଗ ବିଧାନସଭା ଭାଙ୍ଗିଲା ପଶ୍ଚିମବଙ୍ଗ ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ-ମେ ୭ରୁ ବିଧାନସଭା ଭଙ୍ଗ ନେଇ ନିର୍ଦ୍ଦେଶନାମା-ମମତା ଇସ୍ତଫା ନ ଦେବାରୁ ସାମ୍ବିଧାନିକ ବ୍ୟବସ୍ଥାରେ ଭାଙ୍ଗିଦେଲେ-ମୁଁ ଇସ୍ତଫା ଦେବିନି, ମୋତେ ବହିଷ୍କାର କରନ୍ତୁ କହିଥିଲେ ମମତା
ପଶ୍ଚିମବଙ୍ଗ ବିଧାନସଭା ଭାଙ୍ଗିଲା ପଶ୍ଚିମବଙ୍ଗ ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ-ମେ ୭ରୁ ବିଧାନସଭା ଭଙ୍ଗ ନେଇ ନିର୍ଦ୍ଦେଶନାମା-ମମତା ଇସ୍ତଫା ନ ଦେବାରୁ ସାମ୍ବିଧାନିକ ବ୍ୟବସ୍ଥାରେ ଭାଙ୍ଗିଦେଲେ-ମୁଁ ଇସ୍ତଫା ଦେବିନି, ମୋତେ ବହିଷ୍କାର କରନ୍ତୁ କହିଥିଲେ ମମତା
ଆସାମ ବିଧାନସଭା ନିର୍ବାଚନର ଫଳାଫଳ ପାଇବା ପରେ ରାଜ୍ୟରେ ନୂତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ତାଙ୍କ ମନ୍ତ୍ରୀ ପରିଷଦ ସହିତ ପଦରୁ ଇସ୍ତଫା ଦେଇଛନ୍ତି । ଆସନ୍ତା ୧୧ ତାରିଖରେ ଆସାମରେ ନୂଆ ସରକାର ଶପଥ ନେବେ । ଏନେଇ କାମଚଳା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ହିମନ୍ତ ଆଜି ଲୋକଭବନରେ ପହଞ୍ଚି ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ତାଙ୍କର ଏବଂ ତାଙ୍କ ମନ୍ତ୍ରୀ ପରିଷଦର ଇସ୍ତଫାପତ୍ର ପ୍ରଦାନ କରିଥିଲେ । ରାଜ୍ୟପାଳ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି ।...
ଚେନ୍ନାଇ: ସସପେନ୍ସ ହେଲା ତାମିଲନାଡୁ ରାଜନୀତି। ସଂଖ୍ୟା ଖେଳକୁ ନେଇ ବଢୁଛି ସସପେନ୍ସ। ଦ୍ୱିତୀୟ ଥର ପାଇଁ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେରକରଙ୍କୁ ଭେଟିଛନ୍ତି ଥାଲାପତି ବିଜୟ । ବହୁମତ ସାବ୍ୟସ୍ତ କରିବାକୁ କହିଛନ୍ତି ରାଜ୍ୟପାଳ । ୧୧୮ ବିଧାୟକଙ୍କର ଦସ୍ତଖତ ସହିତ ଆସିବାକୁ କହିଛନ୍ତି ରାଜ୍ୟପାଳ। ଶପଥ ପୂର୍ବରୁ ବହୁମତ ସାବ୍ୟସ୍ତ କରିବାକୁ ରାଜ୍ୟପାଳଙ୍କର ନିର୍ଦ୍ଦେଶ ରହିଛି । ଯଦିଓ ଟିଭିକେକୁ କଂଗ୍ରେସ ସମର୍ଥନ ପ୍ରତିଶ୍ରୁତି ଦେଇଛି ଏବଂ ଅନ୍ୟମାନେ ମଧ୍ୟ ଯୋଗ ଦେବେ ବୋଲି ଆଶା କରାଯାଉଛି ଏବେ ବି କିନ୍ତୁ ସଂଘର୍ଷ କରୁଛି ବିଜୟଙ୍କ ଟିଭିକେ ଦଳ । ୧୦୮ଟି ସିଟରେ ଟିଭିକେ ଜିତିଥିବା ବେଳେ ସଂଖ୍ୟା ଗରିଷ୍ଠତା...
ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା। ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳିମାଡ। ଗୁଳିମାଡରେ ଚନ୍ଦ୍ରନାଥ ରଥ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା। ପଶ୍ଚିମବଙ୍ଗର ମଧ୍ୟମଗ୍ରାମରେ ଦୋହାରିଆରେ ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଉପରେ ଗୁଳି ଚାଳନା କରାଯାଇଛି। ଚନ୍ଦ୍ରନାଥ ରଥଙ୍କ ମୁଣ୍ତକୁ ୪ରାଉଣ୍ତ ଗୁଳିମାଡ କରାଯାଇଛି। ତାଙ୍କୁ ଅତି ନିକଟରୁ ଗୁଳି କରାଯାଇଥିବା ସୂଚନା। ଘଟଣା ସ୍ଥଳରେ ମଧ୍ୟମଗ୍ରାମ ଏବଂ ବିମାନବନ୍ଦର ପୋଲିସ ଷ୍ଟେସନର ପୁଲିସ ପହଞ୍ଚିଛି। ନିର୍ବାଚନ ସମୟରେ ଚନ୍ଦ୍ରନାଥ ରଥ ଶୁଭେନ୍ଦୁ ଅଧିକାରୀଙ୍କ ସହିତ ପାଖେ ପାଖେ ରହୁଥିଲେ। ରାତିରେ ଘରକୁ ଫେରୁଥିବା ସମୟରେ, ଉତ୍ତର ୨୪ପରଗନାର ମଧ୍ୟମଗ୍ରାମ ନିକଟରେ ଏକ ବିରିଆନି ଦୋକାନ ସମ୍ମୁଖରେ କାରଟି ଅଟକି ଯାଇଥିଲା।...
ପଶ୍ଚିମବଙ୍ଗ ରାଜନୀତି: ମୁଖ୍ୟମନ୍ତ୍ରୀ ଇସ୍ତଫା ନଦେଲେ କ’ଣ କହୁଛି ସମ୍ବିଧାନ ଓ କିପରି ଗଠନ ହେବ ନୂଆ ସରକାର? ପଶ୍ଚିମବଙ୍ଗ ରାଜନୀତିରେ ଯଦି ଏପରି ଏକ ସ୍ଥିତି ଉପୁଜେ ଯେଉଁଠାରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସଂଖ୍ୟାଗରିଷ୍ଠତା ହରାଇବା (କିମ୍ବା ନିର୍ବାଚନରେ ପରାସ୍ତ ହେବା) ପରେ ମଧ୍ୟ ନିଜ ପଦରୁ ଇସ୍ତଫା ଦେବାକୁ ମନା କରନ୍ତି, ତେବେ ଭାରତୀୟ ସମ୍ବିଧାନରେ ଏହାର ସମାଧାନ ପାଇଁ ସ୍ପଷ୍ଟ ବ୍ୟବସ୍ଥା ରହିଛି। ଏହି ପରିସ୍ଥିତିରେ ବିଜେପି କିମ୍ବା କୌଣସି ଦଳ କିପରି ସରକାର ଗଢ଼ିବ, ସେ ନେଇ ସାମ୍ବିଧାନିକ ପ୍ରକ୍ରିୟା ନିମ୍ନଲିଖିତ ଅଟେ: ୧. କ’ଣ କହୁଛି ଭାରତୀୟ ସମ୍ବିଧାନ? ଯଦି କୌଣସି ମୁଖ୍ୟମନ୍ତ୍ରୀ...
ୱାଶିଂଟନ: (୫ ମଇ) ଭାରତ ଏବଂ ଆମେରିକା ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିବା ପାଇଁ “ଅତ୍ୟନ୍ତ ନିକଟତର” ଏବଂ “ସେହି ଶେଷ ପ୍ରତିବନ୍ଧକକୁ ଅତିକ୍ରମ କରିବାକୁ ପଡିବ”, ମଙ୍ଗଳବାର ଦିନ ଆମେରିକାର ଉପ-ସଚିବ କ୍ରିଷ୍ଟୋଫର ଲାଣ୍ଡାଉ କହିଛନ୍ତି।ଲାଣ୍ଡାଉ କହିଛନ୍ତି ଯେ ଭାରତ ଏବଂ ଆମେରିକା ମାସ ମାସ ଧରି ଆଲୋଚନା କରୁଛନ୍ତି ଏବଂ ଦୁଇ ପକ୍ଷ ପାଇଁ “କିଛି ନିଷ୍କର୍ଷରେ ପହଞ୍ଚିବା” ଏବଂ ଏଜେଣ୍ଡାରେ ଥିବା ଅନ୍ୟାନ୍ୟ ଅନେକ ପ୍ରସଙ୍ଗ ସହିତ ଆଗକୁ ବଢ଼ିବା ଗୁରୁତ୍ୱପୂର୍ଣ୍ଣ।”ଆମେ ବିଶ୍ୱ ସ୍ତରରେ ଭାରତର ଗୁରୁତ୍ୱ ବିଷୟରେ ବହୁତ ସଚେତନ। ମୁଁ ଭାବୁଛି ଯେ ସେହି ବାଣିଜ୍ୟ ଚୁକ୍ତିର ଚୂଡ଼ାନ୍ତ ସମାଧାନ ପାଇବା ବହୁତ ଗୁରୁତ୍ୱପୂର୍ଣ୍ଣ।...
ଭାରତୀୟ ଜନତା ପାର୍ଟିର ତିନି ରାଜ୍ୟରେ ବିପୁଳ ବିଜୟ ପରେ ଆନନ୍ଦ ଉତ୍ସବ ପାଳନ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ବିଜେପି ପକ୍ଷରୁ ଆନନ୍ଦ ଉତ୍ସବ ପାଳନ ହୋଇଯାଇଛି। ତିନୋଟି ରାଜ୍ୟ ଯଥା ପଶ୍ଚିମବଙ୍ଗ, ଆସାମ୍ ଓ ପଣ୍ଡିଚେରୀ ରେ ଭାରତୀୟ ଜନତା ପାର୍ଟିର ବିପୁଳ ବିଜୟ ପରେ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳରେ ଭାରତୀୟ ଜନତା ପାର୍ଟି ବଡ଼ବିଲ ମଣ୍ଡଳ ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ମାନେ ବଡ଼ବିଲ ଅଟଳ ଛକ ନିକଟରେ ଏକତ୍ରିତ ହୋଇ ବାଣ...
ନୁଆଦିଲ୍ଲୀ: ପଶ୍ଚିମବଙ୍ଗରେ ୯ ତାରିଖରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ । ରବିନ୍ଦ୍ରନାଥ ଟାଗୋରଙ୍କ ଜନ୍ମ ଦିବସରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଏନେଇ ବିଜେପି ରାଜ୍ୟ ସଭାପତି ସମିକ ଭଟ୍ଟାଚାର୍ଯ୍ୟ ସୂଚନା ଦେଇଛନ୍ତି । ବେଙ୍ଗଲରେ ପ୍ରଥମଥର ନୂଆ ସରକାର ଗଠନ କରିବ ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାକପୁରରେ ତାଙ୍କର ଶେଷ ପ୍ରଚାର ରାଲିରେ ଏହି ସମୟସୀମାକୁ ଦୃଢ଼ ଭାବରେ ସୂଚିତ କରିଥିଲେ।ସୋମବାର ବଙ୍ଗଳାର ଐତିହାସିକ ରାୟ ପରେ, ପ୍ରଧାନମନ୍ତ୍ରୀ ମୋଦୀ ନୂଆଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଦଳୀୟ କର୍ମୀମାନଙ୍କୁ ସମ୍ବୋଧିତ କରିବା ସମୟରେ ଟାଗୋରଙ୍କ ଆଦର୍ଶକୁ ଆହ୍ବାନ କରି କହିଥିଲେ ଯେ ବିଜେପିର ସଂକଳ୍ପ...
ଆସାମ, ୪।୫: ଆସାମରେ ବିଜେପି ବର୍ତ୍ତମାନ ପର୍ଯ୍ୟନ୍ତ ୮୧ ଆସନ ଜିତି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିସାରିଛି। ଆସାମରେ ବିଜେପିର ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ବିଜୟ ହୋଇଛି । ହିମନ୍ତ ଜାଲୁକବାଡ଼ି ଆସନରୁ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱୀ ବିଦିଶା ନିୟୋଗଙ୍କୁ ୮୯,୪୩୪ଭୋଟରେ ପରାଜିତ କରିଛନ୍ତି। ତେବେ ହିମନ୍ତ ଲଗାତର ଭାବେ ୬ ଥର ଏହି ଆସନରୁ ଲଢି ବିଜୟ ହାସଲ କରିଛନ୍ତି । ସୂଚନାଯୋଗ୍ୟ, ବିଶ୍ୱ ଶର୍ମା ୧୯୯୬ ମସିହାରେ ଜାଲୁକବାଡ଼ି ନିର୍ବାଚନମଣ୍ଡଳୀରୁ ତାଙ୍କର ପ୍ରଥମ ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇଥିଲେ। । କିନ୍ତୁ ୨୦୦୧ ମସିହାରୁ ସେ ଲଗାତାର ଭାବେ ଏହି ଆସନରୁ ବିଜୟୀ ହେଉଛନ୍ତି।ତେବେ ପୂର୍ବ ଥର...
ନୁଆଦିଲ୍ଲୀ: ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ସହିତ, କର୍ଣ୍ଣାଟକ, ନାଗାଲାଣ୍ଡ, ତ୍ରିପୁରା, ଗୁଜୁରାଟ ଏବଂ ମହାରାଷ୍ଟ୍ରର ସାତଟି ଆସନରେ ଅନୁଷ୍ଠିତ ଉପନିର୍ବାଚନ ପାଇଁ ଭୋଟ ଗଣତି ଆଜି ହୋଇଛି । ଏହି ଉପନିର୍ବାଚନରେ ବିଜେପି ଚମତ୍କାର ପ୍ରଦର୍ଶନ କରିଛି। ବିଜେପି ଗୁଜୁରାଟର ଉମରେଥ, ନାଗାଲାଣ୍ଡର କୋରିଡାଙ୍ଗ ଏବଂ ତ୍ରିପୁରାର ଧର୍ମନଗରରେ ବିଜୟୀ ହୋଇଛି। କଂଗ୍ରେସ କର୍ଣ୍ଣାଟକର ବାଗଲକୋଟ ଆସନରେ ବିଜୟୀ ହୋଇଛି। ଏହା ବ୍ୟତୀତ, ଏନସିପି ପ୍ରାର୍ଥୀ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ର ପାୱାର ମହାରାଷ୍ଟ୍ରର ବାରାମତୀ ଆସନରେ ରେକର୍ଡ ବ୍ୟବଧାନରେ ଜିତିଛନ୍ତି ।କଂଗ୍ରେସ ପ୍ରାର୍ଥୀ ଉମେଶ ହୁଲ୍ଲାପ୍ପା ମେଟି କର୍ଣ୍ଣାଟକର ବାଗଲକୋଟ ଆସନରେ ବିଜୟୀ ହୋଇଥିବାବେଳେ...
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-12-scaled.jpg)



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-12-scaled.jpg)




All rights reserved. Designed by Inter Softech