ନୁଆଦିଲ୍ଲୀ: ଟିଭିକେ ସହ ହାତ ମିଳାଇ ପାରେ କଂଗ୍ରେସ । ଏଆଇସିସିର ଦୃଷ୍ଟି ଆକର୍ଷଣ କଲା ତାମିଲନାଡୁ କଂଗ୍ରେସ ଶାଖା । ୫ ଆସନ ଜିତିଥିବା କଂଗ୍ରେସ ଟିଭିକେକୁ ସମର୍ଥନ ଦେବା ସମ୍ଭାବନା ରହିଛି । ବହୁମତଠାରୁ ଅଳ୍ପ ଦୂରରେ ରହିଛି ଟିଭିକେ । ଟିଭିକେ ସୁପ୍ରିମୋ ବିଜୟ ମୁଖ୍ୟମନ୍ତ୍ରୀ ହେବା ଆଶା ଉଜ୍ଜ୍ୱଳ ରହିଛି । ତାମିଲନାଡୁ ରାଜନୀତିରେ ପୁଣି ଥରେ ଏକ ବଡ଼ ପରିବର୍ତ୍ତନ ଘଟିଛି । ଥାଲାପତି ଭାବରେ ଜଣାଶୁଣା ସୁପରଷ୍ଟାର ବିଜୟ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ି ଇତିହାସ ରଚିଛନ୍ତି । ତାଙ୍କ ଦଳ, ତାମିଲଗା ଭେଟ୍ରି କାଝାଗମ (ଟିଭିକେ) ଏହାର ପ୍ରଥମ ନିର୍ବାଚନୀ...





![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-12-scaled.jpg)
