ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନକୁ ବଡ଼ ସଫଳତା । ଶ୍ରୀହରିକୋଟା ସ୍ପେଶପୋର୍ଟରୁ ହେଲା ଐତିହାସିକ ଉତକ୍ଷେପଣ । ମହାକାଶ ଗଲା ନାଭିଗେସନ୍ ସାଟେଲାଇଟ୍ NVS-02 । GSLV-F15 ରକେଟ୍ ଯୋଗେ ଉଡ଼ାଣ ଭରିଲା ନାଭିଗେସନ୍ ସାଟେଲାଇଟ୍ NVS-02 । ଶ୍ରୀହରିକୋଟାରୁ ସକାଳ ୬ଟା ୨୩ ମିନିଟରେ ଏହି ସଫଳ ଉତ୍କ୍ଷେପଣ କରାଯାଇଛି ।୧୦୦ତମ ଉତ୍କ୍ଷେପଣ କରି ଇତିହାସ ରଚିଛି ଇସ୍ରୋ । ଏନେଇ ଏକ୍ସରେ ଏକ ପୋଷ୍ଟ କରି ସୂଚନା ଦେଇଛି ଇସ୍ରୋ ।ଏହି ମିଶନର ଶୁଭାରମ୍ଭ ପରେ, ଭାରତ ମହାକାଶ ନେଭିଗେସନରେ ନୂତନ ଶିଖରରେ ପହଞ୍ଚିଛି। ସେପଟେ ଇସ୍ରୋର ଐତିହାସିକ ୧୦୦ ତମ ଉତକ୍ଷେପଣକୁ ନେଇ ଇସ୍ରୋକୁ ଅଭିନନ୍ଦନ...



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-21-scaled.jpg)


