ଲୁହରେ ଭିଜିଲା ବୀରଯବାନ ଙ୍କ ଜନ୍ମମାଟି ଖୁଣ୍ଟାପଡ଼ା କେନ୍ଦୁଝର : ସହିଦ୍ ବୀର ଜୱାନ ଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଲୋତକ ପୂର୍ଣ୍ଣ ବିଦାୟ ଦେଲେ ଗ୍ରାମବାସୀ।କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଳକ୍ ଖୁଣ୍ଟାପଡା ଗ୍ରାମର ସି ଆର୍ ପିଏଫ ଜୱାନ ସବ୍ ଇନସପେକ୍ଟରଙ୍କ ବଳରାମ ବେହେରା (୫୭) ଜମ୍ମୁ କାଶ୍ମୀର ର କିସ୍ତି ୱାର୍ଡ଼ ଜିଲ୍ଲା ରେ କାର୍ଯ୍ୟରତ ଥିବା ସମୟରେ ହଠାତ୍ ଅସୁସ୍ଥ ହୋଇଥିଲେ । ତାଙ୍କୁ ସହ କର୍ମୀମାନେ ସଙ୍ଗେ ସଙ୍ଗେ ସେନା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ଗତ ୫ ତାରିଖ ଦିନ ସନ୍ଧ୍ୟା ସମୟରେ ବୀର ଯବାନ ଙ୍କ ମୃତ୍ୟୁ...






