
ବ୍ୟାସନଗର, ୨୧/୧୧ : ଓଡିଶା ପ୍ରସିଦ୍ଧ ବ୍ୟାସନଗରର ଗଣପର୍ବ ମା’ କାଳୀପୂଜା ଧୂମ୍ଧାମ୍ ରେ ଚାଲିଅଛି । ସାରା ସହର ଆଲୋକମାଳାରେ ସୁସଜ୍ଜିତ ହୋଇ ଝଲସୁଛି । ମା’ଙ୍କ ଦର୍ଶନ ପାଇଁ ପ୍ରତିଦିନ ହଜାରହଜାର ଭକ୍ତ ଭିଡ ଜମାଉଛନ୍ତି । ଚଳିତବର୍ଷ ୧୬ଗୋଟି ପୂଜା ମଣ୍ଡପରେ ମା’ କାଳୀ ପୂଜା ପାଉଛନ୍ତି । ସେଗୁଡିକ ହେଲା – ଥାନା ଛକ (ଚାନ୍ଦମା), କହ୍ନେଇପୁର, ଚୋରଦା, ଆର୍ୟନ କ୍ଲବ୍, ନହକା ବାଇପାସ୍, ଗୋପବନ୍ଧୁ ନଗର, ଦଳା, ଷ୍ଟିଲସିଟି କ୍ଲବ୍ (ନଟପଡା), ନୂଆ ମାର୍କେଟ୍, କୋପଣ୍ଡ, ବେନାର, ବସଷ୍ଟାଣ୍ଡ, ରାଧାନାଥ ମାର୍ଗ, ଧବଳଗିରି ବଜାର କମିଟି, ଧବଳଗିରି ମନ୍ଦିର, ବ୍ୟାଙ୍କ ଷ୍ଟ୍ରିଟ୍ । ଏହି...







![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-21-scaled.jpg)





