ଅନୁଗୋଳ – ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍.ଆଇ.ଆର୍.-୨୦୨୬) ଅନ୍ତର୍ଗତ ଅନୁଗୋଳ ଜିଲ୍ଲାରେ ପରିଗଣନା ଫର୍ମ (Enumeration Form) ବଣ୍ଟନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହା ସହିତ ଜିଲ୍ଲାର ସମସ୍ତ ପାଞ୍ଚଟି ନିର୍ବାଚନ ମଣ୍ଡଳୀ ମଧ୍ଯରୁ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ପରିଗଣନା ପ୍ରକ୍ରିୟା ସମ୍ପୂର୍ଣ ହୋଇଥିବାବେଳେ ଅବଶିଷ୍ଟ ଚାରିଟି ନିର୍ବାଚନ ମଣ୍ଡଳୀରେ ଏହା ଶେଷ ପର୍ଯ୍ୟାୟରେ ରହିଛି। ବର୍ତ୍ତମାନ ଜିଲ୍ଲାରେ ମୋଟ ୯,୫୩,୭୫୭ ଜଣ ମତଦାତା ରହିଛନ୍ତି I ସେଥ୍ମଧ୍ୟରୁ ୯,୫୦,୬୯୫ ଜଣ ମତଦାତାଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ବଣ୍ଟନ କରାଯାଇଥିବା ଫର୍ମ ମଧ୍ୟରୁ ୯,୦୩,୬୮୯ଟି (୯୪.୭୫%) ଫର୍ମର ଡିଜିଟାଇଜେସନ୍ ସମ୍ପୂର୍ଣ୍ଣ ହୋଇଥିବାବେଳେ ୪୩, ୨୬୩ ଜଣ (୪.୫୪%) ମତଦାତାଙ୍କୁ...





![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-4-scaled.jpg)
