
(କର୍କଟ ରୋଗୀ କୁ ସହାୟତା ପ୍ରଦାନ ନିମନ୍ତେ ପ୍ରୟାସ କଲା ଆଶ୍ରିବାଦ ସେବା ସଂଗଠନ) ଜଗତସିଂହପୁର ତା =14/3/23 ଜଗତସିଂହପୁର ବ୍ଲକ ଅନ୍ତର୍ଗତ ପଳସା ଗ୍ରାମର ବୃଦ୍ଧା ଅନିରୁଦ୍ଧ ବାରିକ ଗାଁ ମୁଣ୍ଡ ଛକରେ ସେଲୁନଟିଏ କରି ସେଥିରୁ ଉପାର୍ଜିତ ଧନ ରେ ପରିବାର ପ୍ରତିପୋଷଣ କରୁଥିଲେ | ପାଞ୍ଚ ବର୍ଷ ହେବ ପତ୍ନୀ ଙ୍କୁ ହରାଇଛନ୍ତି |ହେଲେ ଦଇବର ନିଷ୍ତୁର ବିଚାର | ଅନୁରୁଦ୍ଧ ଏକ ବର୍ଷରୁ ଉର୍ଦ୍ଧ ହେବ ମୁଖ କର୍କଟ ରୋଗରେ ପୀଡିତ ହେବାରୁ ଚିକିତ୍ସା ନିମନ୍ତେ ଜମି, ବାଡ଼ି ସମସ୍ତ ବନ୍ଧକ ରଖି ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର ରେ ଚିକିଛିତ ହେଉଥିଲେ |ହେଲେ...















