ନବାନିର୍ମାଣ କୃଷକ ସଂଗଠନ ତରଫ ରୁ ଜେଲ ଫେରନ୍ତା ଚାଷୀ ନେତୃତ୍ୱ ମାନଙ୍କୁ ସମ୍ବୋର୍ଧନ ଏବଂ ୯ ତାରିଖରେ ସ୍ୱାଭିମାନ ଯାତ୍ରା କୁ ସ୍ୱାଗତ ଉପଲକ୍ଷେ ପ୍ରସ୍ତୁତି ଏପ୍ରିଲ ୨୮ରୁ ମେ ୧୪ ପର୍ଯ୍ୟନ୍ତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଉପଲକ୍ଷେ ସତ୍ୟଭାମାପୁର, କଟକରୁ ଭୁବନେଶ୍ବର ଓଡ଼ିଶାର କୃଷକ ସ୍ବାଭିମାନ ଯାତ୍ରା – ନବନିର୍ମାଣ କୃଷକ ସଂଗଠନମହାଶୟ,ଆପଣମାନେ ଜାଣିଛନ୍ତି ଯେ, ନବନିର୍ମାଣ କୃଷକ ସଂଗଠନ ଦୀର୍ଘ ୧୬ ବର୍ଷ ହେଲା ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଇତ୍ୟାଦି ଦାବୀକୁ ନେଇ ଅନବରତ ଭାବରେ ଧାରଣା, ସତ୍ୟାଗ୍ରହ, ଗଣପଦଯାତ୍ରା ଓ ଜେଲ୍ ଯାତ୍ରା ଇତ୍ୟାଦି ମାଧ୍ୟମରେ ତାର ସଂଘର୍ଷ ଜାରି ରଖିଛି।...






