
ଏନଇଇଟି-ୟୁଜି ପେପର ଲିକ୍ ଓ ପରୀକ୍ଷା ବାତିଲକୁ ନେଇ ଜାରି ବିବାଦ ମଧ୍ୟରେ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥିରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (ଏନଟିଏ) ବରିଷ୍ଠ ଅଧିକାରୀ ସ୍ତରରେ ୨ଟି ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ହୋଇଛି। ।ବରିଷ୍ଠ ଆଇଆରଏସ୍ ଅଧିକାରୀ ଋଚିତା ଭିଜ୍ ଙ୍କୁ ଏନଟିଏ ଯୁଗ୍ମ ସଚିବ ନିଯୁକ୍ତ କରାଯାଇଛି।ଋଚିତା ୨୦୦୪ ବ୍ୟାଚ୍ ର ଅଧିକାରୀ...

ଆଜି ବି ସକାଳୁ ସକାଳୁ ତେଲ ଟାଙ୍କିରେ ପ୍ରବଳ ଭିଡ଼। ଭୋରରୁ ପେଟ୍ରୋଲ ଟାଙ୍କି ଲୋକଙ୍କ ଭିଡ଼ ଜମିଛି । ସାରା ରାଜ୍ୟରେ ତେଲ ପାଇଁ ହାହାକାର । ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ପ୍ରବଳ ଭିଡ଼ । ଘଣ୍ଟା ଘଣ୍ଟା ଧରି ଗାଡ଼ି ଧରି ଛିଡ଼ା ହେଉଛନ୍ତି ଲୋକେ ।ଭୁବନେଶ୍ୱର ଏବଂ କଟକର ବିଭିନ୍ନ ପେଟ୍ରୋଲ...

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଜୁଲାଇ ୧ରୁ ୯ମ ଏବଂ ୧୦ମ ଶ୍ରେଣୀ ଛାତ୍ରଙ୍କ ପାଇଁ ୩ଟି ଭାଷା ଜାଣିଥିବା ବାଧ୍ୟତାମୂଳକ କରାଯାଇଛି । ଏହି ନୂଆ ନିୟମ ଜୁଲାଇ ୧, ୨୦୨୬ ଶିକ୍ଷାବର୍ଷ ୨୦୨୬-୨୭ରୁ ଆରମ୍ଭ ହେବ । ବୋର୍ଡ ଦ୍ବାରା ଜାରି ହୋଇଥିବା ସର୍କୁଲାର ଅନୁସାରେ, ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ ଏବଂ...

ନେଦରଲ୍ୟାଣ୍ଡସ୍ ଭାରତକୁ ଚୋଳ ରାଜବଂଶର ତମ୍ବା ପ୍ଲେଟ୍ ଫେରାଇଲା ହେଗ: (୧୬ ମଇ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଡଚ୍ ପ୍ରତିପକ୍ଷ ରବ୍ ଜେଟେନ୍ ଯୋଗ ଦେଇଥିବା ଏକ କାର୍ଯ୍ୟକ୍ରମରେ ଶନିବାର ନେଦରଲ୍ୟାଣ୍ଡସ୍ ଭାରତକୁ ୧୧ଶ ଶତାବ୍ଦୀର ଚୋଳ ରାଜବଂଶର ତମ୍ବା ପ୍ଲେଟ୍ ଫେରାଇ ଦେଇଛି, ଯାହା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବାର...

ଅନୁଗୋଳ : 16.05.2026 – ସ୍ବତନ୍ତ୍ର ସଘନ ସଂଶୋଧନ (SIR)-2026 ସମ୍ପର୍କରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲାର ସମସ୍ତ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କ ସହ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକରେ SIR-2026 କାର୍ଯ୍ୟକ୍ରମର ସମୟସୂଚୀ, Enumeration Form (EF) ବଣ୍ଟନ ଓ ସଂଗ୍ରହ, ଭୋଟର ତାଲିକାର...
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-3-scaled.jpg)
ଜାଗ୍ରତ ଭାରତ ନ୍ୟୂଜ୍ର ସମସ୍ତ ପାଠକ ଓ ଦର୍ଶକଙ୍କୁ ସୁପ୍ରଭାତ! ଆଜି ୧୭ ମେ ୨୦୨୬, ରବିବାର। ଆସନ୍ତୁ ଜାଣିବା ଆପଣଙ୍କ ଗ୍ରହନକ୍ଷତ୍ରଙ୍କ ଚଳନ ଅନୁସାରେ କେମିତି କଟିବ ଆଜିର ଦିନଟି। ସୂଚନା, ଶୁଭ ସଂଖ୍ୟା, ଶୁଭ ରଙ୍ଗ, ଶୁଭ ସମୟ ଏବଂ ପ୍ରତିକାର ସହ ପ୍ରସ୍ତୁତ ଅଛି ଆଜିର ସମ୍ପୂର୍ଣ୍ଣ ରାଶିଫଳ:୧. ମେଷ ରାଶି (Aries)ଆଜି...

ଭୁବନେଶ୍ଵର : ଭୁବନେଶ୍ୱର ଜନତା ମଇଦାନ୍ରେ ହେବ ୮୪ତମ ଇଣ୍ଡିଆନ୍ ରୋଡ କଂଗ୍ରେସ ଅଧିବେଶନ। ଓଡ଼ିଶା ଆସିବେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି। ଇଣ୍ଡିଆନ୍ ରୋଡ କଂଗ୍ରେସ ଅଧିବେଶନରେ ଦେବେ ଯୋଗ ନୀତିନ ଗଡ଼କରି। ଓଡ଼ିଶା ଷଷ୍ଠ ଥର ପାଇଁ ଏହି ଅଧିବେଶନ ଆୟୋଜନ କରୁଛି। ନଭେମ୍ବର ୭ରୁ ୧୦ ତାରିଖ ପର୍ଯ୍ୟନ୍ତ...

ବିହାର ବିଧାନସଭାର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁନାମାଙ୍କନପତ୍ର ଯାଞ୍ଚ ପ୍ରକ୍ରିୟା ଆଜି ଶେଷ ହୋଇଛି । ଆସନ୍ତା ୨୩ ତାରିଖ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ଦିବସ ରହିଛି । ଆସନ୍ତା ମାସ ୧୧ ତାରିଖରେ ଏହି ପର୍ଯ୍ୟାୟରେ ୧୨୨ଟି ଆସନ ପାଇଁ ମତଗ୍ରହଣ କରାଯିବ । ଯାଞ୍ଚ୍ ସମୟରେ ପୂର୍ବ ଚମ୍ପାରନ୍ ଜିଲ୍ଲାର ସୁଗୌରୀ...

ନୁଆଦିଲ୍ଲୀ: ଏହା ଭାରତ ପାଇଁ ଏକ ସ୍ୱାଗତଯୋଗ୍ୟ ଖବର ହୋଇପାରେ। ଉଚ୍ଚ ଆମେରିକା ଶୁଳ୍କ ମୁକାବିଲା କରୁଥିବା ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ପାଇଁ ଦୀର୍ଘ ସମୟ ଅପେକ୍ଷାର ଅନ୍ତ ହୋଇପାରେ। ସୂଚନା ଅନୁଯାୟୀ, ଭାରତୀୟ ସାମଗ୍ରୀ ଉପରେ ଆମେରିକା ଶୁଳ୍କ ୧୫ ରୁ ୧୬ ପ୍ରତିଶତ ହ୍ରାସ କରାଯାଇପାରେ। ବର୍ତ୍ତମାନ, ଭାରତରୁ ଆମଦାନି...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କ ଟେଲିଫୋନ ରେ ବାର୍ତ୍ତାଳାପ ସମୟରେ ଦୀପାବଳିର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ‘X’ ପ୍ରତି କୃତଜ୍ଞତା ପ୍ରକାଶ କରି କହିଛନ୍ତି, “ରାଷ୍ଟ୍ରପତି ଟ୍ରମ୍ପ, ଆପଣଙ୍କ ଫୋନ କଲ୍ ଏବଂ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା ପାଇଁ ଧନ୍ୟବାଦ। ଏହି ଆଲୋକ ପର୍ବରେ,...

ଜାପାନକୁ ମିଳିଲା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ । ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି ସାନାଏ ତାକାଇଚି । ସେ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ଶୁଅ । ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେ କହିଛନ୍ତି ଯେ ସେ ଦୁଇ ଦେଶ...

ଆମେରିକା: ଆମେରିକା ପୁଣିଥରେ ଏଚ-୧ବି ଭିସା ସମ୍ପର୍କିତ ନିୟମରେ ପରିବର୍ତ୍ତନ ଆଣିଛି। ଆମେରିକାର ଏହି ନୂତନ ନିଷ୍ପତ୍ତି ହଜାର ହଜାର ଭାରତୀୟ ବୃତ୍ତିଗତ ଏବଂ ଛାତ୍ରଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିବ। ରିପୋର୍ଟ ଅନୁଯାୟୀ, ଆମେରିକାର ନାଗରିକତା ଏବଂ ପ୍ରବାସନ ସେବା (ୟୁଏସସିଆଇଏସ) ସ୍ପଷ୍ଟ କରିଛି ଯେ ଅନ୍ତର୍ଜାତୀୟ ସ୍ନାତକମାନଙ୍କୁ ଆମେରିକାରେ ରହିବା ସମୟରେ ଏଚ -୧...








All rights reserved. Designed by Inter Softech