
::ଉନ୍ମୋଚିତ ହେଲା ମୋତିରାମ ମେହେରଙ୍କ ପୁସ୍ତକ “ଲାଇଫ୍ ଇଜ୍ ଲଭଲି”: ବରଗଡ଼:୧୬/୫(ପବିତ୍ର ମେହେର)ଗତ ତା:-୧୫/୫/୨୦୨୬ ଶୁକ୍ରବାର ଦିନ ମୋତିରାମ ମେହେରଙ୍କ ଦ୍ବାରା ଲିଖିତ ପ୍ରଥମ ଇଂରାଜୀ ପୁସ୍ତକ “ଲାଇଫ ଇଜ୍ ଲଭଲି” ବରଗଡ ଏଲଆଇସି କାର୍ଯ୍ଯାଳୟରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଉନ୍ମୋଚିତ ହୋଇଯାଇଛି । ଏହି ସଭାରେ ଶ୍ରୀମାନ ଅମରନାଥ ଗୁପ୍ତା, ଶାଖା ପରିଚାଳକ, ଏଲଆଇସି,...

ଜୁନାଗଡ଼ରେ NH 26 ଡ୍ରେନ ଉପରୁ ଅବୈଧ ଦୋକାନ ଗୁଡ଼ାଏକୁ ଉଛେଦ ପ୍ରକିୟା ଆରମ୍ଭ ହୋଇଯାଇଛି! ଜୁନାଗଡ଼ – (ବାଲେଶ୍ୱର ସୁନାନୀ )କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ଦୀର୍ଘ ଦିନ ଧରି ଲାଗି ରହିଥିବା ପାଣି ଜମିକି ରହିବା ଏବଂ ଟ୍ରାଫିକ ସମସ୍ୟାକୁ ଦୂର କରିବା ଲକ୍ଷ୍ୟରେ ଆଜି ପ୍ରଶାସନ ବଡ଼ ପଦକ୍ଷେପ ନିଆଯାଇଥିବାର ଦୃଶ୍ୟ ଦେଖିବାକୁ...

*ଜାତୀୟ ଡେଙ୍ଗୁ ଦିବସ ଅବସରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ* ମେରାମଣ୍ଡଳୀ, ୧୫/୦୫/୨୦୨୬: ଜାତୀୟ ଡେଙ୍ଗୁ ଦିବସ ୨୦୨୬ ଅବସରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଖଲିବେରଣା କମ୍ୟୁନିଟି ସେଣ୍ଟରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ପରୀପ୍ରେକ୍ଷୀରେ “ଡେଙ୍ଗୁ ନିୟନ୍ତ୍ରଣ ଦିଗରେ ସାଧାରଣ ଲୋକଙ୍କ ଭାଗୀଦାରି: ଚେକ୍, କ୍ଲିନ୍ ଆଣ୍ଡ କଭର”...

ଡିଏଭି ଆଞ୍ଚଳିକ ନିର୍ଦ୍ଦେଶାଳୟ ଆନୁକୂଳ୍ୟରେ ତ୍ରିଦିବସୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ- ତାଳଚେର -୧୪/୫/୨୦୨୬-ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସର୍ବଶେଷ ଶିକ୍ଷଣ କୌଶଳ ସହ ଅଭ୍ୟସ୍ତ କରାଇବା ଓ ଦକ୍ଷତାର ବିକାଶ ଘଟ।ଇବା ଉଦ୍ଦେଶ୍ୟରେ ପ୍ରତିବର୍ଷଡିଏଭି ଆଞ୍ଚଳିକ ନିର୍ଦ୍ଦେଶାଳୟର ଆନୁକୂଳ୍ୟରେଦକ୍ଷତା ବିକାଶ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଆସୁଛି।ଏହି କ୍ରମରେ, ମାଧ୍ୟମିକ ସ୍ତରୀୟ ଓଡ଼ିଆ ଓ ହିନ୍ଦୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଏକ ତ୍ରିଦିବସୀୟ...

ଢ଼େଙ୍କାନାଳରେ ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା ଥିବାରୁ ଢ଼େଙ୍କାନାଳ ସହରର ବିଭିନ୍ନ ମନ୍ଦିରରେ ଭିଡ଼ ଜମିଥିଲା। ବିଭିନ୍ନ ପ୍ରକାରର ଫୁଲଫଳ , ବ୍ରତ, ଦିପ ,ଧୂପ ମାଳି ସଙ୍ଖା ସିନ୍ଦୂର ଓ ଫଳମୂଳ ଭୋଗ ଧରି ସ୍ବାମୀ ମଙ୍ଗଳ ଓ ଦିର୍ଘାୟୁଷ ପାଇଁ ଏହି ସାବିତ୍ରୀ ବ୍ରତ ମହିଳା ମାନେ ନିଷ୍ଠାର ସହ ପୂଜାର୍ଚ୍ଚନା କରୁଛନ୍ତି।

ନେଦରଲ୍ୟାଣ୍ଡସରେ ପ୍ରଧାନମନ୍ତ୍ରୀ ମୋଦୀ: ଦୁଇ ରାଷ୍ଟ୍ର ମଧ୍ୟରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ବଡ଼ ଚୁକ୍ତି ନୂଆଦିଲ୍ଲୀ/ଆମଷ୍ଟରଡାମ:ଭାରତ ଏବଂ ନେଦରଲ୍ୟାଣ୍ଡସ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ଦିଗରେ ଏକ ବଡ଼ ସଫଳତା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେଦରଲ୍ୟାଣ୍ଡସ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଶକ୍ତି ସୁରକ୍ଷା, ବିଶେଷ କରି ତୈଳ ଏବଂ...

ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଗୁଡ଼ିକର ଆଜି ଯାଞ୍ଚ କାର୍ଯ୍ୟ ଶେଷ ହୋଇଇଛି । ଏହି ପର୍ଯ୍ୟାୟ ଲାଗି ସମୁଦାୟ ୧ହଜାର ୬୯୮ ଜଣ ମନୋନୟନପତ୍ର ଦାଖଲ ହୋଇଥିଲା । ଚଳିତ ମାସ ୨୦ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ସେମାନଙ୍କର ମନୋନୟନ ପତ୍ର ପ୍ରତ୍ୟାହାର କରିପାରିବେ । ପ୍ରଥମ ପର୍ଯ୍ୟାୟରେ ୮ଟି...

ହାଇଦ୍ରାବାଦରେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ସ୍ବାମୀ କିଛି କାମରେ ଓଡ଼ିଶା ଆସିଥିବା ବେଳେ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ମିଳିଛି । ତେଣୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି । ୨ ଦିନ ମୃତଦେହ ପଡ଼ିରହିବା ପରେ ଆଜି ଆମ୍ବୁଲାନ୍ସ ଯୋଗେ ଓଡ଼ିଶା ଆସୁଛି ମୃତଦେହ ।

ଭାରତୀୟ ସ୍ଥଳ ସେନାର କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ। ଆସାମ(Assam)ର କାକୋପଥର ଅଞ୍ଚଳରେ ଥିବା ସେନା କ୍ୟାମ୍ପ ଉପରେ ଆତଙ୍କବାଦୀମାନେ ଆଖି ବୁଜା ଗୁଳିମାଡ଼ କରିଛନ୍ତି। ରାତି ପ୍ରାୟ ୧୨.୩୦ରେ ଆତଙ୍କବାଦୀ(Terrorist)ମାନେ ଗୋଟିଏ ଚଳନ୍ତା ଗାଡ଼ିରୁ ଯବାନଙ୍କୁ ଟାର୍ଗେଟ କରିଥିଲେ। ସେଠାରେ ମୁତୟନ ଥିବା ଯବାନମାନେ ଏହାର ତୁରନ୍ତ ଜବାବ ଦେବାରୁ ଆତଙ୍କବାଦୀମାନେ ସେମାନଙ୍କ ଉଦ୍ଦେଶ୍ୟରେ ସଫଳ...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଆଦି କର୍ମଯୋଗୀ ଅଭିଯାନ ପ୍ରତ୍ଯେକ ଆଦିବାସୀ ଗ୍ରାମକୁ ଆତ୍ମନିର୍ଭର ଏବଂ ସ୍ଵାବଳମ୍ବୀ କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ଆଦିକର୍ମ ଦିକର୍ମଯୋଗୀ ଅଭିଯାନର ଜାତୀୟ ସମ୍ମିଳନୀରେ ଯୋଗଦେଇ ରାଷ୍ଟ୍ରପତି ମୁର୍ମୁ ଏହା କହିଛନ୍ତି । ଆଦିବାସୀ ସମୁଦାୟ ଜାତୀୟ ବିକାଶ ଯାତ୍ରାରେ ନିଜର ଭାଗିଦାରୀତା ରଖୁବା ସହ ବିକାଶର...

ଗୁଜରାଟରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳରେ ବଡ଼ଧରଣର ଅଦଳବଦଳ ପାଇଁ ପଥ ପ୍ରସ୍ତୁତ ହୋଇଛି। ଏହି ପ୍ରକ୍ରିୟାରେ ଆଜି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ବାଦ୍ ଦେଇ ରାଜ୍ୟର ସମସ୍ତ ୧୬ଜଣ ମନ୍ତ୍ରୀ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହା ଏକ ପ୍ରକ୍ରିୟାଗତ ପଦକ୍ଷେପ, ଯାହା ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଓ ପୁନର୍ଗଠନ ପାଇଁ ରାସ୍ତା ଖୋଲିଛି।...

ଗୁଜରାଟରେ ସବୁ ମନ୍ତ୍ରୀଙ୍କ ଇସ୍ତଫା ଗୁଜରାଟରେ ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ି ସବୁ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟପାଳ । ଆଜି ରାତିରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ମନ୍ତ୍ରିମଣ୍ଡଳ ପୁନର୍ଗଠନ ପାଇଁ ସବୁ ମନ୍ତ୍ରୀ ଇସ୍ତଫା ଦେଇଥିବା ସୂଚନା ମିଳିଛି। ଦିନ ୧୧ଟା ୩୦ରେ ମନ୍ତ୍ରିମଣ୍ଡଳ ପୁନର୍ଗଠନ-ଉପସ୍ଥିତ ରହିବେ ଅମିତ...








![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-6-scaled.jpg)
All rights reserved. Designed by Inter Softech