
କେନ୍ଦୁଝର ଜିଲ୍ଲା ପାଇଁ ଗୌରବ ଆଣିଲେ ବଡ଼ବିଲ ପୌରାଞ୍ଚଳର କିକ୍ ବକ୍ସିଙ୍ଗ ଖେଳାଳି। କେନ୍ଦୁଝର ଜିଲ୍ଲା ପାଇଁ ଗୌରବ ଆଣିଲେ ବଡ଼ବିଲ ପୌରାଞ୍ଚଳ ର କିକ୍ ବକ୍ସିଂ ଖେଳାଳି । କେନ୍ଦୁଝର ଜିଲ୍ଲା ତଥା ବଡ଼ବିଲ ପାଇଁ ସୁନାମ ଆଣିଲେ ୱାକୋ ଖେଳାଳି l ସେମାନେ ବଡ଼ବିଲ ଅଞ୍ଚଳରେ ପହଞ୍ଚିବାପରେ ତାଙ୍କୁ ସମ୍ବର୍ଦ୍ଧନା ଜଣେଇଲେ ଭାରତୀୟ ଜନତା...

ଭବାନୀପାଟଣା (ଜାଗ୍ରତ ଭାରତ )କଳାହାଣ୍ଡି ଜିଲ୍ଲା ମୁଖ୍ୟ ସହର ଭବାନୀପାଟଣା ସହରରେ କାଲି ଅପରାହ୍ନରେ ତାଣ୍ଡବ ରଚ଼ିଳା କାଳବୈଶାଖୀ। ସହରର ବିଭିନ୍ନ ସ୍ଥାନମାନଙ୍କଠାରେ ଗଛପତ୍ର ଭାଙ୍ଗି ଯାତାୟତ ରେ ବାଧା ଉପୁଜିବା ସହ ବିଦ୍ୟୁତ୍ ସର୍ବହରା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ଏହି ଦୃଶ୍ୟଟି ସହରର ମଧ୍ୟ ସ୍ଥଳି ଷ୍ଟେଚ୍ୟୁଛକ ପାଖର । ବିଭାଗ ତରଫରୁ ତୁରନ୍ତ...

ଅଚିହ୍ନା ଯୁବକଙ୍କ ଆତ୍ମହତ୍ୟା, ନ ହତ୍ୟା ସନ୍ଦେହରେ ସ୍ଥାନିୟ ଲୋକେ।କେଗାଁ/୧୭/୫/୨୬/କଳାହାଣ୍ଡି ଜିଲ୍ଲା କେ ଗାଁ ଥାନା ଅଧୀନରେ ଥିବା ମିର ମିରି, ତେଣ୍ଡୋ ପାଣି ରାସ୍ତା କଡ଼ରଏକ ସହ ମିଟର ଅମୂଳା ବହିଲି ସିନାଗଛ ରେ ଏକ ଦୂର୍ଘଟଣା ଦେଖିବାକୁ ମିଳିଛି,ପ୍ରାପ୍ତ ସୂଚନାରୁ ଜଣାପଡିଛି ଏକ ସିନାଗଛ ଉପରେ ଏକ ଅଚିହ୍ନା ଯୁବକଙ୍କ ଆତ୍ମହତ୍ୟା କରିଥିବା ଦୃଶ୍ୟ...

ନୁଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପୁଣେର ଜଣେ ବରିଷ୍ଠ ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ମନୀଷା ଗୁରୁନାଥ ମାନ୍ଧାରେଙ୍କୁ ଆଉ ଜଣେ “ପେପର ଲିକ୍ ମାଷ୍ଟରମାଇଣ୍ଡ” ଗିରଫ କରିଛି। ସିବିଆଇ ଅନୁଯାୟୀ, ଅଭିଯୁକ୍ତ ଜୀବବିଜ୍ଞାନ ପ୍ରଶ୍ନପତ୍ର ଲିକ୍ ପଛରେ ମାଷ୍ଟରମାଇଣ୍ଡ ଥିଲେ।ମନୀଷା ମାନ୍ଧାରେଙ୍କୁ NTA ଦ୍ୱାରା NEET-UG 2026 ପରୀକ୍ଷା ପ୍ରକ୍ରିୟାର ବିଶେଷଜ୍ଞ ଭାବରେ ନିଯୁକ୍ତ କରାଯାଇଥିଲା।...

ମୋଦୀ ସରକାରରେ “ଅମୃତ କାଳ” ନିଯୁକ୍ତି-ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ “ମୃତ କାଳ” ସାବ୍ୟସ୍ତ ହେଉଛି। ଖବର ଅନୁଯାୟୀ, ଅନେକ ଛାତ୍ରଛାତ୍ରୀ NEET ପେପର ଲିକ୍ର ଆଘାତ ଯୋଗୁଁ ଆତ୍ମହତ୍ୟା କରିଛନ୍ତି।ଲଖିମପୁର ଖେରୀର ରିତିକ ମିଶ୍ର, ଦିଲ୍ଲୀର ୨୦ ବର୍ଷୀୟା ଅଂଶିକା ପାଣ୍ଡେ, ରାଜସ୍ଥାନର ଝୁନଝୁନୁର ପ୍ରଦୀପ ମେଘୱାଲ, ଗୋଆରେ ରହୁଥିବା ବେଙ୍ଗାଲୁରୁର ଛାତ୍ର – ସମସ୍ତେ...

ଏନଇଇଟି-ୟୁଜି ପେପର ଲିକ୍ ଓ ପରୀକ୍ଷା ବାତିଲକୁ ନେଇ ଜାରି ବିବାଦ ମଧ୍ୟରେ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥିରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (ଏନଟିଏ) ବରିଷ୍ଠ ଅଧିକାରୀ ସ୍ତରରେ ୨ଟି ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ହୋଇଛି। ।ବରିଷ୍ଠ ଆଇଆରଏସ୍ ଅଧିକାରୀ ଋଚିତା ଭିଜ୍ ଙ୍କୁ ଏନଟିଏ ଯୁଗ୍ମ ସଚିବ ନିଯୁକ୍ତ କରାଯାଇଛି।ଋଚିତା ୨୦୦୪ ବ୍ୟାଚ୍ ର ଅଧିକାରୀ...

ଜିଏସଟି (GST Reform) ହାରକୁ ସରଳ କରିବା ପରେ ଏବେ ସରକାର ଜିଏସଟି ପଂଜୀକରଣ ପ୍ରକ୍ରିୟାକୁ ସରଳ କରିବାକୁ ଯାଉଛନ୍ତି। ନଭେମ୍ବର ୧ରୁ ମାତ୍ର ତିନିଦିନରେ ଜିଏସଟି ପଂଜୀକରଣର ମଂଜୁରୀ ମିଳିପାରିବ । ଏ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାର ୧ ନଭେମ୍ବର, ୨୦୨୫ ରୁ GST (ଦ୍ରବ୍ୟ ଏବଂ...

ବିଶିଷ୍ଟ ବଲିଉଡ ଅଭିନେତା ସତୀଶ ଶାହଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୭୪ ବର୍ଷ ହୋଇଥିଲା। ସେ କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଶନିବାର ଅପରାହ୍ନ ପ୍ରାୟ ୨ଟା ୩୦ ମିନିଟରେ ମୁମ୍ବଇର ହିନ୍ଦୁଜା ହସ୍ପିଟାଲରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁରେ ବଲିଉଡ ତଥା ଅଭିନୟ ଜଗତରେ ଶୋକର ଛାୟା...

ନୂଆଦିଲ୍ଲୀ: ଥଣ୍ଡା ବଢିବା ସହ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଛି । ଆଜି ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ୨୯୨ରହିଛି ଏବଂ ଦିଲ୍ଲୀର ଅନେକ ଅଞ୍ଚଳରେ ଏକ୍ୟୁଆଇ ୪୦୦ରୁ ୫୦୦ ମଧ୍ୟରେ ରେକର୍ଡ କରାଯାଇଛି । ତେଣୁ ବର୍ଦ୍ଧିତ ବାୟୁ ପ୍ରଦୂଷଣ ଏବଂ ବିଷାକ୍ତ ବାୟୁର ପ୍ରତିକ୍ରିୟାରେ ସରକାର ରାଜଧାନୀରେ କୃତ୍ରିମ ବର୍ଷା ଘୋଷଣା କରିଛନ୍ତି...

ପ୍ରଖ୍ୟାତ ଆଡ୍ ଗୁରୁ ପିୟୁଷ ପାଣ୍ଡେ ଆଉ ନାହାନ୍ତି। ୭୦ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ୪ ଦଶନ୍ଧି ଧରି ଭାରତୀୟ ବିଜ୍ଞାପନ ଦୁନିଆର କ୍ରିଏଟିଭ୍ ଫେସ୍ ଥିଲେ। ଫେଭିକଲ, କ୍ୟାଡ଼ବରି ଡାଏରି ମିଲ୍କ, ଏସିଆନ ପେଣ୍ଟସ ଭଳି ଅନେକ କମ୍ପାନୀର ଟ୍ରଡମାର୍କ ବିଜ୍ଞାପନ ପ୍ରସ୍ତୁତିରେ ତାଙ୍କର ଛାପ ଛାଡ଼ିଛନ୍ତି ସେ। ଯେମିତିକି ଫେଭିକଲ ବା...

ଦିଲ୍ଲୀରେ ଏନକାଉଣ୍ଟର । ବାହାଦୂର ଶାହା ମାର୍ଗରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଓ ବିହାର ପୋଲିସର ମିଳିତ ଅପରେସନ । ଚାରି ଜଣ ଅପରାଧୀ ମୃତ । ମୃତକ ମାନେ ବିହାରର ଗ୍ୟାଙ୍ଗଷ୍ଟର । ଏମାନେ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିସ୍ଫୋରଣ କରିବାକୁ ଉଦ୍ୟମ କରୁଥିଲେ । ପୋଲିସ ଉପରକୁ ଫାୟରିଂ ବେଳେ ଏମାନେ ସଫା...

ବିହାର ରାଜଧାନୀ ପାଟନାରେ ମହାମେଣ୍ଟର ବୈଠକ ବସିଛି । ଏହି ବୈଠକରେ ତେଜସ୍ଵୀ ଯାଦବଙ୍କୁ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣଶ କରାଯାଇଛି । ସେହିପରି ମୁକେଶ ସହାନିଙ୍କୁ ଉପମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ । ଏହା ସହ ସେ କହିଛନ୍ତି ମହାମେଣ୍ଟର ସରକାର ଗଠନ ହେଲେ ଦୁଇ...








All rights reserved. Designed by Inter Softech