
ଚିଚେଇଗୁଡା ମଣ୍ଡି କାମ ନିମ୍ନ୍ ମାନ କୁ ନେଇ ଉପଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କଲେ ମିଡିଆ କ୍ଲବ୍ ସଦସ୍ୟ ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କ ପାଇଁ ସୁନା ଅଣ୍ଡାଦିଆ କୁକୁଡା ସାଜିଛି ଜୁନାଗଡ ନିୟନ୍ତ୍ରିତ ବଜାର କମିଟଚାଷୀ ଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ହେଲେ ଏହା କିଛି...

ଢେଙ୍କାନାଳ ଭାଗିରଥି ସାଗର କୁଳରେ ଏକୋଇଶି ଦିନ ଧରି ଚନ୍ଦନ ଯାତ୍ରା ଚାଲୁଥିବା ବେଳେ ଶେଷ ପାଞ୍ଚ ଦିନ ମଦନ ମୋହନ ଙ୍କ ବିଭିନ୍ନ ବେଶ ଅନୁଷ୍ଠିତ ହେଉଛି। ଆଜି ପ୍ରଥମ ଦିନ ରେ ଚନ୍ଦନ ବେଦୀ ରେ ଗରୁଡ଼ ଗୋବିନ୍ଦ ବେଶରେ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି। ପୂଜକ ଶିବତ୍ସ ମିଶ୍ର, ମଳୟ କର, ପାଳିଆ...

ଜନଗଣନା ଉପ-ନିର୍ଦ୍ଦେଶକଙ୍କ ଦୁଇଦିନିଆ ଅନୁଗୋଳ ଗସ୍ତ ଅନୁଗୋଳ,୦୬.୦୫: ଭାରତ ସରକାରଙ୍କ ଜନଗଣନା ଉପ-ନିର୍ଦ୍ଦେଶକ ଶ୍ରୀ ପବିତ୍ର କୁମାର ମହଲା ଦୁଇଦିନିଆ ଅନୁଗୋଳ ଗସ୍ତରେ ଆସି ଜିଲ୍ଲାରେ ଚାଲୁଥିବା ଜନଗଣନା କାର୍ଯ୍ୟର ସ୍ଥିତି ସମୀକ୍ଷା କରିଛନ୍ତି। ଗତକାଲି ପୂର୍ବାହ୍ନରେ ଶ୍ରୀ ମହଲା ଅନୁଗୋଳରେ ପହଞ୍ଚିବା ପରେ ପ୍ରଥମ ଦିନରେ ବଅଁରପାଳ ତହସିଲ ଅଧୀନରେ ଥିବା ବିଭିନ୍ନ କ୍ଷେତ୍ର ପରିଦର୍ଶନ...

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପରଙ୍ଗସ୍ଥିତ ‘ଶ୍ରୀ ମେଟାଲିକ୍ସ’ କାରଖାନାରେ ଘଟିଥିବା ଅଭାବନୀୟ ଦୁର୍ଘଟଣାରେ ୩ ଜଣ ଶ୍ରମିକଙ୍କ ପ୍ରାଣହାନି ଘଟଣାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ଗତ ୦୪.୦୫.୨୦୨୬ ରିଖ ରାତି ପ୍ରାୟ ୮.୩୦ ମିନିଟ ସମୟରେ ପ୍ଲାଣ୍ଟର DRI Unit ର କିଲାନ-୧ରେ ‘Accretion Cutting & Cleaning’ କାର୍ଯ୍ୟ...

ତାଳଚେର ରଥଯାତ୍ରାର ପ୍ରସ୍ତୁତି ବୈଠକ ତାଳଚେର, ୦୬/୦୫ ଓଡ଼ିଶାର ଆରାଧ୍ୟ ଦେବତା ଜଗତରନାଥ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ବୈଠକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ତାଳଚେର ଉପଜିଲ୍ଳାପାଳ ଆଶିଷ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅଧିକ ଆଡ଼ମ୍ବରପୂର୍ଣ୍ଣ, ଶୃଙ୍ଖଳିତ କରିବାକୁ ନିଷ୍ପତି ନିଆଯାଇଥିଲା । ସଭାକୁ ନିର୍ବାହୀ ଅଧିକାରୀ ତଥା ସଂଯୋଜକ ପ୍ରଦୀପ ସାହା ପରିଚାଳନା...

ମେଡିକାଲ୍ କଲେଜ୍ରେ ରୋଗୀସେବା ଦାବୀ ନେଇ ଆସନ୍ତା ମେ ୮ ରେ ୧୨ ଘଂଟିଆ ତାଳଚେର ବନ୍ଦ ଡାକରାତାଳଚେର:-ତାଳଚେର ସ୍ଥିତ ପବିତ୍ର ମୋହନ ମେଡିକାଲ୍ରେ ରୋଗୀ ସେବା ଦାବୀ ନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆସନ୍ତା ମେ ୮ ରିଖରେ ୧୨ ଘଂଟିଆ ଶାନ୍ତିପୂର୍ଣ୍ଣ ତାଳଚେର ବନ୍ଦ ଡାକରା ଦିଆଯାଇଛି । ଏନେଇ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ...

ରାଜ୍ୟସଭା ପାଇଁ ୪ ଜଣ ମନୋନୀତ । ଉଜ୍ଜ୍ବଳ ଦେଓରାଓ ନିକମ, ସି. ସଦାନନ୍ଦନ ମାଷ୍ଟର ମନୋନୀତ । ହର୍ସବର୍ଦ୍ଧନ ଶ୍ରୀଙ୍ଗଲା ଓ ଡ. ମିନାକ୍ଷୀ ଜୈନ ମନୋନୀତ । ୪ ଜଣଙ୍କୁ ମନୋନୀତ କଲେ ରାଷ୍ଟ୍ରପତି । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ।

ପ୍ରଖ୍ୟାତ ତେଲୁଗୁ ଅଭିନେତା ତଥା ପୂର୍ବତନ ଭାଜପା ବିଧାୟକ କୋଟା ଶ୍ରୀନିବାସ ରାଓଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇଛି। ରବିବାର ସକାଳେ ହାଇଦ୍ରାବାଦର ଫିଲ୍ମନଗର ସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ ନେଇଛନ୍ତି। ଦୀର୍ଘ ଦିନରୁ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ଥିଲେ। ତାଙ୍କ ମୃତ୍ୟୁ ତେଲୁଗୁ ଚଳଚ୍ଚିତ୍ର ଓ ରଙ୍ଗମଞ୍ଚ...

ଆସାମ:କୌଣସି ଘରୋଇ ହସ୍ପିଟାଲ କି ନର୍ସିଂ ହୋମ୍ ଆଉ କରିପାରିବେନି ମନମାନି । ବିଲ୍ ପେମେଣ୍ଟ ହେଉ ଅବା ନହେଉ ଏବେ ରୋଗୀଙ୍କ ମୃତଦେହକୁ ଅଟକାଇ ପାରିବେ ନାହିଁ । ମୃତ୍ୟୁ ହେବାର ୨ଘଣ୍ଟା ମଧ୍ୟରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିବା ବାଧ୍ୟତାମୂଳକ ବୋଲି ଘୋଷଣା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଆଜି...

ନୂଆ ରେକର୍ଡ ସୃଷ୍ଟି କରିଛି ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡର ।ବୁଧବାର ଦିନ ଖୋଲିବାର ତିନି ଘଣ୍ଟା ମଧ୍ୟରେ ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡର 1,000 କୋଟି ଟଙ୍କାର ବଣ୍ଡ ଇସ୍ୟୁ ସମ୍ପୂର୍ଣ୍ଣ ଭାବରେ ଆବଣ୍ଟନ ହୋଇଛି । ବୁଧବାର ଦିନ ଖୋଲିଥିବା ଏବଂ ୨୨ ଜୁଲାଇରେ ବନ୍ଦ ହେବାକୁ ଥିବା ଅଣ-ପରିବର୍ତ୍ତନୀୟ ଡିବେଞ୍ଚର (NCD) ଇସ୍ୟୁ ସମ୍ପୂର୍ଣ୍ଣ ସବସ୍କ୍ରାଇବ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫ଟି ରାଷ୍ଟ୍ର ଘାନା, ତ୍ରିନିଦାଦ ଏବଂ ଟୋବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଓ ନାମ୍ବିଆ ଗସ୍ତ ପରେ ଆଜି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତ ସମୟରେ ଭାରତ ସହିତ ଦ୍ବିପାକ୍ଷିକ ସମ୍ପର୍କ ମଜଭୁତ କରିବା ଉଦ୍ଦେଶ୍ୟରେ ସମ୍ପୃକ୍ତ ରାଷ୍ଟ୍ର ମୁଖ୍ୟମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଶ୍ରୀ ମୋଦୀ...

ପାକିସ୍ତାନରେ ବେଲୁଚିସ୍ତାନ ଲିବରେସନ ଫ୍ରଣ୍ଟ (ବିଏଲଏଫ) ପୁଣି ଥରେ ଆକ୍ରମଣ ଆରମ୍ଭ କରିଛି। ସଂଗଠନ ପକ୍ଷରୁ ମଙ୍ଗଳବାର ବିଳମ୍ବିତ ରାତିରେ ବେଲୁଚିସ୍ତାନର ଅନେକ ଜିଲ୍ଲାରେ ନିରନ୍ତର ଆକ୍ରମଣ କରାଯାଇଥିଲା । ଏହି ସମୟରେ ଅନେକ ସରକାରୀ ବାସଭବନ ଏବଂ ସାମରିକ ଘାଟିକୁ ଟାର୍ଗେଟ କରାଯାଇଥିଲା। ଏହି ଆକ୍ରମଣ ପରେ ବିଏଲଏଫ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ...

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-11-scaled.jpg)



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-11-scaled.jpg)


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-06-03_07-07-10-821.jpg)
All rights reserved. Designed by Inter Softech