
୨୦୨୬ ହାଇସ୍କୁଲ ସାର୍ଟାଫିକେଟ ପରୀକ୍ଷାରେ ପ୍ରଦୀପ ସାରେ ଙ୍କ ଟିଉସନ ଛାତ୍ରୀ ସିମି ସାହୁ ଗେଙ୍ଗୁଟିଆ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ତରେ ସର୍ବାଗ୍ରେ ସର୍ବୋଚ୍ଚ ନମ୍ବର ୫୦୭ ନମ୍ବର ଶତକଡା ୮୪ ଦଶମିକ ୫ ବିଦ୍ୟାଳୟରେ ୧ମ ସ୍ଥାନ ଅଧିକାର କରିଛନ୍ତି. । ଗଣିତ – ୯୦, ବିଜ୍ଞାନ-୮୬,ଇଂରଜା-୮୫ ପ୍ରାପ୍ତ କରିଛନ୍ତ, ., ଟିଉସନ ର...

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ ବାଲିଗୁଡା, ତା, ୦୪/୦୫:(ସୁଶୀଳ କୁମାର ପାଣିଗ୍ରାହୀ): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ରେ ବିଜେପି ର ବିପୁଳ ବିଜୟ ପରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ନଗର ବିଜେପି ପକ୍ଷରୁ ନଗର ମଣ୍ଡଳ ସଭାପତି ମନୋଜ କୁମାର ରଥ ଙ୍କ...

ମମତା ବାନାର୍ଜୀ ପଛୁଆ ଅଛନ୍ତି। ଭବାନୀପୁର ଆସନରେ ମମତା ବାନାର୍ଜୀ ପଛୁଆ ରହିଥିବା ବେଳେ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୫୬୩ ଭୋଟ୍ରେ ପଛୁଆ ରହିଥିବା ସଦ୍ୟ ସୁଚନା।

ଉଦ୍ଯାପିତ ହେଲା ତାଳଚେର ସଙ୍କୁଳ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳାତାଳଚେର, ୦୪/୦୫ ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଚାଲିଥିବା ତ୍ରିଦିବସୀୟ ସଙ୍କୁଳ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ରବିବାର ଉଦ୍ଯାପିିତ ହୋଇଯାଇଛି । ତାଳଚେର ସଙ୍କୁଳ ସଂଯୋଜକ ତଥା ତାଳଚେର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ବାବୁଲି କୁମାର ସାମଲଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ...

କମୁଛି ଭୂତଳ ଜଳସ୍ତର, ବଢ଼ୁଛି ପାନୀୟ ଜଳସମସ୍ୟା ତାଳଚେର, ୦୪/୦୫ କିଛି ବର୍ଷ ହେବ ଭୂତଳ ଜଳସ୍ତର କମୁଥିବା ବେଳେ ପାନୀୟଜଳ ସମସ୍ୟା ଏହି ଅଂଚଳରେ ବୃଦ୍ଧି ପାଇବାର ଦେଖାଯାଉଛି । ଏନେଇ ବ୍ଲକର ଲୋକମାନେ ମଧ୍ୟରେ ଦିନକୁ ଦିନ ହତାଶ ଭାବ ସୃଷ୍ଟି ହେଉଛି । ଯେପରିକି, ୪ରୁ ୫ଥର ନଳକୂପ ମାରିଲେ ଗୋଟେ ବାଲ୍ଟି...

ଗ୍ରାହକଙ୍କ ପାଖରେ ଅନ୍ଲାଇନ୍ ପାର୍ସଲ୍ ପହଞ୍ଚାଉଛନ୍ତି ଡେଲିଭରୀ ବୟ ତାଳଚେର, ୦୪/୦୫ ତାଳଚେର ସହର ଗ୍ରୀଷ୍ମର ପ୍ରକୋପ ଦିନକୁ ଦିନ ବୃଦ୍ଧି ପଇବାରେ ଲାଗିଛି । ଅସହ୍ୟ ଗ୍ରୀଷ୍ମତାପରେ ପଶୁପକ୍ଷୀଙ୍କ ଠାରୁ ଆରମ୍ଭ କରି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲଣି । ଅତ୍ୟନ୍ତ ଜରୁରୀ କାମ ନଥିଲେ ବହୁ ବ୍ୟକ୍ତି ଖରାବେଳ ସମୟରେ ପଦାକୁ ବାହାଗୁନଥିବା ବେଳେ ଟାଇଁଟାଇଁ...

ନୂଆଦିଲ୍ଲୀ: ଆମେରିକା ଏବଂ ଭାରତ ମଧ୍ୟରେ ସମ୍ପର୍କକୁ ନେଇ ଅନେକ ଥର ବିବୃତ୍ତି ଆସିଛି। ଆମେରିକା ରାଷ୍ଟ୍ରପତି ନିଜେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ବହୁତ ଭଲ ବନ୍ଧୁ ବୋଲି ବର୍ଣ୍ଣନା କରିଛନ୍ତି। ଏବେ ପୁଣି ଥରେ ଏହି ଦୃଢ଼ ସମ୍ପର୍କକୁ ହ୍ୱାଇଟ୍ ହାଉସ୍ ଦ୍ୱାରା ନିଶ୍ଚିତ କରାଯାଇଛି। ହ୍ୱାଇଟ୍ ହାଉସ୍ ଭାରତକୁ ନିଜର ‘ରଣନୈତିକ ଅଂଶୀଦାର’ ଭାବରେ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୨ରୁ ପାଞ୍ଚଟି ଦେଶ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଘାନାରୁ ଆରମ୍ଭ ହେବ। ତେବେ ମୋଦୀ ଦୀର୍ଘ ୩୦ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଘାନା ଗସ୍ତ କରିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଘାନାର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ। ଘାନାର ସଂସଦକୁ ସମ୍ବୋଧିତ କରିବେ। ଏହା ବ୍ୟତୀତ,...

ପୂରୀ\ନୂଆଦିଲ୍ଲୀ: ପୁରୀ ଅଘଟଣ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦୁଃଖ ପ୍ରକାଶ। ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କଲେ ରାହୁଲ ଗାନ୍ଧୀ। ଆହତଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବାକୁ ରାଜ୍ୟ ସରକାରଙ୍କୁ ଅପିଲ୍ ମଧ୍ୟ କଲେ। ଆହତଙ୍କୁ ଯଥାସମ୍ଭବ ସାହାଯ୍ୟ କରିବାକୁ କଂଗ୍ରେସ କର୍ମକର୍ତ୍ତାଙ୍କୁ କହିଲେ। ଏଭଳି ବଡ଼ ଆୟୋଜନର ଗମ୍ଭୀରତା ଦୃଷ୍ଟିରୁ...

ନୂଆଦିଲ୍ଲୀ: ଇତିହାସ ରଚିଛନ୍ତି ଶୁଭାଂଶୁ ଶୁକ୍ଲା । ଫ୍ଲୋରିଡାସ୍ଥିତ ନାସାର କେନେଡି ସ୍ପେସ ସେଣ୍ଟରରୁ ମହାକାଶକୁ ଯାତ୍ରା କରିଛନ୍ତି ଗ୍ରୁପ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସହ ଅନ୍ୟ ୩ଜଣ ମହାକାଶଚାରୀ । ଏହା ବ୍ୟତୀତ ମହାକାଶଚାରୀ ଶୁଭାଂଶୁ ଦ୍ୱିତୀୟ ଭାରତୀୟ ଯିଏ ମହାକାଶ ଯାତ୍ରା କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହ...

ବିକାଶ ଓ ଐତିହ୍ୟ ଉଭୟକୁ ପ୍ରାଥମିକତା ଦେଇ ଦେଶ ପ୍ରଗତି ଦିଗରେ ଅଗ୍ରଗତି କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମତବ୍ୟକ୍ତ କରିଛନ୍ତି । ଆଜି ନୂଆଦିଲ୍ଲୀ ଠାରେ ଆଚାର୍ଯ୍ୟ ବିଦ୍ୟାନନ୍ଦ ଜୀ ମହାରାଜଙ୍କ ଶତବାର୍ଷିକୀ ସମାରୋହକୁ ଉଦ୍ଘାଟନ କରିବା ଅବସରରେ ସେ ଏହା କହିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ଦେଶର ଐତିହ୍ୟ ସ୍ଥଳୀ ଏବଂ...

ପଶ୍ଚିମବଙ୍ଗ ଦୀଘାରେ ଆଜି ଇସ୍କନ୍ ପକ୍ଷରୁ ରଥଯାତ୍ରା ପାଳନ କରାଯାଇଛି। ପୂର୍ବାହ୍ନ ୯ଟାରେ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ସାଢ଼େ ୧୧ଟା ବେଳେ ଶ୍ରୀଜିଉମାନେ ରଥାରୂଢ଼ ହୋଇଥିଲେ। ଅପରାହ୍ଣ ସାଢ଼େ ୨ଟାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଛେରାପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା।








All rights reserved. Designed by Inter Softech