
ତାମିଲନାଡୁ ନିର୍ବାଚନ: ଏକଜିଟ୍ ପୋଲରେ ବିଜୟଙ୍କ ‘ଟିଭିକେ’ର ଦବଦବା! ତାମିଲନାଡୁ ରାଜନୀତିରେ ଏବେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ମିଳୁଛି। ବିଭିନ୍ନ ଏକଜିଟ୍ ପୋଲ୍ ଅନୁଯାୟୀ, ଚଳିତ ବିଧାନସଭା ନିର୍ବାଚନରେ ସୁପରଷ୍ଟାର ବିଜୟଙ୍କ ନେତୃତ୍ୱାଧୀନ ଦଳ ଏକ ଚମତ୍କାର ପ୍ରଦର୍ଶନ କରିବାକୁ ଯାଉଛି। ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଶେଷ ହେବା ପରେ ଏବେ...

କଟକ ଷଷ୍ଠ ବାଟାଲିୟନ୍ରେ ସଂଘବଦ୍ଧ ଆକ୍ରମଣ: ୫ ପୁଲିସ ଆହତ, ୩ ଗୁରୁତର, ୫ ଅଟକ କଟକ: କଟକ ସ୍ଥିତ ଷଷ୍ଠ ବାଟାଲିୟନ୍ ପରିସରରେ ଏକ ଅଭାବନୀୟ ତଥା ନିନ୍ଦନୀୟ ଘଟଣା ଘଟିଯାଇଛି। କୌଣସି ଏକ ଘଟଣାକୁ କେନ୍ଦ୍ର କରି କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ପୁଲିସ କର୍ମଚାରୀଙ୍କ ଉପରେ ଅତର୍କିତ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ...

ଆସନ୍ତା ମେ’ ୨ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ଦ୍ୱାରା ପରିଚାଳିତ ଚଳିତ ବର୍ଷର ଦଶମ ଶ୍ରେଣୀ (ମାଟ୍ରିକ) ପରୀକ୍ଷା ଫଳ ଆସନ୍ତା ମେ’ ୨ ତାରିଖରେ ପ୍ରକାଶ ପାଇବାକୁ ଯାଉଛି। ଏ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଥିବା ବେଳେ ବୋର୍ଡ ପକ୍ଷରୁ...

ଆମେରିକା ପାସ୍ପୋର୍ଟରେ ଟ୍ରମ୍ପ୍ଙ୍କ ଫଟୋ: ବଢୁଛି ଚର୍ଚ୍ଚା ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ସବୁବେଳେ କିଛି ନା କିଛି ନୂଆ ଚର୍ଚ୍ଚା ଲାଗି ରହିଥାଏ। ବର୍ତ୍ତମାନ ସୋସିଆଲ୍ ମିଡିଆ ଏବଂ ବିଭିନ୍ନ ଗଣମାଧ୍ୟମରେ ଏକ ନୂଆ ବିଷୟକୁ ନେଇ ଜୋରଦାର ଆଲୋଚନା ହେଉଛି। ତାହା ହେଲା, ଆମେରିକୀୟ ପାସ୍ପୋର୍ଟରେ ଟ୍ରମ୍ପ୍ଙ୍କ ଫଟୋ ରହିବା ପ୍ରସଙ୍ଗ।...

ଇରାନକୁ କେବେବି ପରମାଣୁ ଅସ୍ତ୍ର ତିଆରି କରିବାକୁ ଦେବୁ ନାହିଁ, ଟ୍ରମ୍ପଙ୍କ ସହ ସହମତ କିଙ୍ଗ ଚାର୍ଲ୍ସ #TrumpKingCharles #IranNuclear #USUKRelations ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ବ୍ରିଟେନର ରାଜା ତୃତୀୟ ଚାର୍ଲ୍ସ ତାଙ୍କ ସହ ସମ୍ପୂର୍ଣ୍ଣ ସହମତ ଯେ ଇରାନକୁ କେବେବି ପରମାଣୁ ଅସ୍ତ୍ର ହାସଲ...

ଆଜି ବସିବ ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ: ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ଉପରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଭୁବନେଶ୍ୱର: ଆଜି ଓଡ଼ିଶା ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ଅଧିବେଶନର ମୁଖ୍ୟ ପ୍ରସଙ୍ଗ ରହିଛି ‘ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ’। ସମାଜ ତଥା ରାଜନୀତିରେ ମହିଳାମାନଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ସେମାନଙ୍କର ଭୂମିକାକୁ...

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରର ସଫଳତା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ସିଡିଏସଙ୍କ ସମେତ ତିନି ସେନାର ମୁଖ୍ୟ । ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନ, ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏପି ସିଂହ ଏବଂ ନୌସେନା ଆଡମିରାଲ ଦିନେଶ କେ ତ୍ରିପାଠି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ...

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର କ୍ୟାବିନେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏ ବିଷୟରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଉତ୍ତର ପ୍ରଦେଶର ଜେୱାରରେ ଭାରତର ଷଷ୍ଠ ସେମିକଣ୍ଡକ୍ଟର ୟୁନିଟ୍ ଅନୁମୋଦନ କରାଯାଇଛି। କ୍ୟାବିନେଟ୍ ନିଷ୍ପତ୍ତି ବିଷୟରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ‘ଭାରତ ସେମିକଣ୍ଡକ୍ଟର ମିଶନ ଅଧୀନରେ ଏପର୍ଯ୍ୟନ୍ତ ୫ଟି ସେମିକଣ୍ଡକ୍ଟର ୟୁନିଟ୍...

ନୂଆଦିଲ୍ଲୀ: ନିକଟରେ ଭାରତ ପାକିସ୍ତାନର ଘୃଣ୍ୟ ଆତଙ୍କବାଦୀ ଉଦ୍ଦେଶ୍ୟକୁ ପଣ୍ଡ କରିଛି । ଆଉ ଏବେ ପାକିସ୍ତାନ ଏବଂ ତା’ର ବନ୍ଧୁମାନଙ୍କ ପାଇଁ ଆଉ ଏକ ଖରାପ ଖବର ଆସିଛି । ଡ୍ରୋନ ଗୁଡିକ ଦ୍ୱାରା ସୃଷ୍ଟି ହେଉଥିବା ବିପଦକୁ ରୋକିବା ପାଇଁ ଭାରତ ପାଖରେ ଏବେ ଏକ ନୂଆ ଏବଂ କମ୍ ମୂଲ୍ୟର ସମାଧାନ ଅଛି...

ନୂଆଦିଲ୍ଲୀ: ଭାରତ-ପାକ୍ ଉତ୍ତେଜନା ସମୟରେ ପାକିସ୍ତାନକୁ ସମର୍ଥନ କରିଛି ତୁର୍କୀ । ଭାରତରେ ‘ବୟକଟ୍ ତୁର୍କୀ’ର ଦାବି ବଢ଼ିବାରେ ଲାଗିଛି। ସୂତ୍ର ଅନୁସାରେ ତୁର୍କୀ କେବଳ ପାକିସ୍ତାନକୁ ଡ୍ରୋନ୍ ଯୋଗାଇ ନଥିଲା, ବରଂ ଏହି ଆକ୍ରମଣରେ ତୁର୍କୀ ସାମରିକ ଅପରେଟରମାନେ ମଧ୍ୟ ସାମିଲ ଥିବା ଅଭିଯୋଗ ହୋଇଛି। ତୁର୍କୀ କେବଳ ୩୫୦ ରୁ ଅଧିକ ଡ୍ରୋନ୍ ପଠାଇ...

ନୂଆଦିଲ୍ଲୀ:ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସରକାର Amazon India, Flipkart, Ubuy India, Etsy, The Flag Company ପ୍ଲାଟଫର୍ମରୁ ପାକିସ୍ତାନୀ ପତାକା ଓ ପାକିସ୍ତାନ ସମ୍ପର୍କିତ ଉତ୍ପାଦଗୁଡ଼ିକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦେଶର ଭାବନାକୁ ଧ୍ୟାନରେ ରଖି ସରକାର ଅନଲାଇନ...

ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ୧୦ ଉଗ୍ରବାଦୀ ନିପାତ ନୂଆଦିଲ୍ଲୀ: ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ୧୦ ଉଗ୍ରବାଦୀ ନିପାତ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ। ମଣିପୁର ଚାନ୍ଦେଲରେ ସେନା-ଆସାମ ରାଇଫଲ୍ସର ମିଳିତ ଅପରେସନ ଚାଲିଥିଲା। ବୁଧବାର ଦିନ ମଣିପୁରର ଚାନ୍ଦେଲ ଜିଲ୍ଲାରେ ଆସାମ ରାଇଫଲ୍ସର ଏକ ୟୁନିଟ୍ ସହିତ ହୋଇଥିବା ଏନକାଉଣ୍ଟରରେ...

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-6-scaled.jpg)



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-6-scaled.jpg)



All rights reserved. Designed by Inter Softech