
ସରିଲା ପଶ୍ଚିମବଙ୍ଗ ଭୋଟ୍, ଆସିଲା ଏକ୍ଜିଟ୍ ପୋଲ ରିପୋର୍ଟ କୋଲକାତା: ପଶ୍ଚିମବଙ୍ଗରେ ବହୁ ପ୍ରତୀକ୍ଷିତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ଭୋଟ୍ ଗ୍ରହଣ ସରିବା କ୍ଷଣି ହିଁ ବିଭିନ୍ନ ଜାତୀୟ ଗଣମାଧ୍ୟମ ଏବଂ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଏକ୍ଜିଟ୍ ପୋଲ୍ (ବୁଥ୍ ବାହୁଡ଼ା ମତ) ରିପୋର୍ଟ ପ୍ରକାଶ ପାଇଛି, ଯାହା ରାଜ୍ୟ...

କଳାହାଣ୍ଡି ରେ ଭୁକମ୍ଫ ର ପ୍ରଭାବ, ! କଳାହାଣ୍ଡି ଜିଲ୍ଲା .30/4/ ଜୁନାଗଡ଼ ବ୍ଲକ ର କିଛି ଗ୍ରାମ ମହିଭର, ବଣ୍ଡା କୁଟୁରା, କାଳିଆକୁଣ୍ଡଳ, ପିଳିକିଆ ବାଲିଛଡା, ଚିଚିଗୁଡା, ନୂଆଗୁଡା ଏମିତି କେତେ ଗ୍ରାମରେ ଭୁକମ୍ଫ ର ପ୍ରଭାବ ଦେଖିବାକୁ ମିଳିଥିଲା, ଏହା ସାଧାରଣତଃ 7ଘଣ୍ଟା 43ମିନିଟ ରେ ମାତ୍ର ଅଧା ସେକେଣ୍ଡ ମାଟିତଳ ଥରିବାର ଅନୁଭବ...

ବୀର ବୈଷ୍ଣବ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ଢେଙ୍କାନାଳ – ୨୯ ଏପ୍ରିଲ ୨୦୨୬ ସିମିଳିଆ ରେଳୱେ ଓଭରବ୍ରିଜ ଛକରେ ସ୍ୱାଧୀନତା ସଂଗ୍ରାମୀ ବୀର ବୈଷ୍ଣବ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ବୀର ବୈଷ୍ଣବ ପଟ୍ଟନାୟକଙ୍କ ୧୧୩ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଆଜି ସକାଳ ୮:୩0 ସମୟରେ ରେ ଢେଙ୍କାନାଳର ସିମିଳିଆ ନିକଟସ୍ଥ...
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-29.jpg)
ଜାଗ୍ରତ ଭାରତ ନ୍ୟୁଜ୍: ଆଜିର ରାଶିଫଳ (୩୦ ଏପ୍ରିଲ ୨୦୨୬, ଗୁରୁବାର) ଆଜିର ଦିନଟି ଆପଣଙ୍କ ପାଇଁ କିପରି କଟିବ, ଜାଣନ୍ତୁ ୧୨ଟି ଯାକ ରାଶିର ଶୁଭ ଫଳାଫଳ, ଶୁଭ ସଂଖ୍ୟା, ରଙ୍ଗ, ସମୟ ଏବଂ ପ୍ରତିକାର। ୧. ମେଷ ରାଶି (Aries) ୨. ବୃଷ ରାଶି (Taurus) ୩. ମିଥୁନ ରାଶି (Gemini) ୪. କର୍କଟ...

ନିମ୍ବ ଗଛରେ ଯୁବକଙ୍କ ଝୁଲନ୍ତା ମୃତ ଦେହ,ହତ୍ୟା ନା ଆତ୍ମହତ୍ୟା ପୋଲିସ୍ ର ତଦନ୍ତ ଜାରି । କଳାହାଣ୍ଡି…ଜୟପାଟଣା 30/4/(ବାଲେଶ୍ୱର ସୁନାନୀ )ଧନସୁଲି ଗ୍ରାମ ନିକଟସ୍ଥ ଏକ ବିଲରେ ଥିବା ନିମ୍ବ ଗଛରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଧନସୁଲି...

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଚନ୍ଦନ ଲାଗି ବେଶ ଲାଗିରହିଛି। ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ଦେବସ୍ନାନ ପୂର୍ଣ୍ଣିମା ଚାଲିବ । ପ୍ରାତଃ ସମୟ ରୁ ମଙ୍ଗଳ ଆଳତି ମହାସ୍ନାନ,ବସ୍ତ୍ର, ତୁଳସୀ ହାର ଓ ଫୁଲହାର,ବଲ୍ଲଭ ଭୋଗ ଲାଗି କରାଯାଇଥିଲା, ସକାଳ ଦଶଟା ସମୟରେ ଖେଚୁଡ଼ି ଭୋଗ ପରେ ବଳରାମ,...

ନୂଆଦିଲ୍ଲୀରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ଉଚ୍ଚସ୍ତରୀୟବୈଠକରେ ଦେଶର ପଶ୍ଚିମାଞ୍ଚଳ ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ପରିସ୍ଥିତିର ସମୀକ୍ଷା କରିଛନ୍ତି । ବୈଠକରେ ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନୀଲ ଚୌହ୍ୱାନ, ନୌସେନା ମୁଖ୍ୟ ଆଡମିରାଲ ଦୀନେଶ କୁମାର ତ୍ରିପାଠୀ, ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏବଂ ବାୟୁସେନା ଉପମୁଖ୍ୟ ଏୟାର ମାର୍ଶାଲ ନର୍ମଦେଶ୍ୱର ତିୱାରୀ...

ମୁମ୍ବାଇକୁ ପୁଣି ଉଡେଇବାକୁ ଧମକ । ଇମେଲ ମାଧ୍ୟମରେ ମାୟାନଗରୀକୁ ଉଡେଇବାକୁ ଧମକ ମିଳିଛି । ଜଣେ ଅଜଣା ବ୍ୟକ୍ତି ଏକ ଇମେଲ୍ ପଠାଇଛନ୍ତି ଯେଉଁଥିରେ ଦାବି କରାଯାଇଛି ଯେ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ସହରରେ ଏକ ବଡ଼ ବୋମା ବିସ୍ଫୋରଣ ହେବାକୁ ଯାଉଛି। ଇମେଲରେ ଏହା ମଧ୍ୟ କୁହାଯାଇଛି ଯେ ବିସ୍ଫୋରଣ କେବେ...

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନୀ ଅଧିକାରୀଙ୍କ ବିରୋଧରେ ସରକାର ଆକ୍ସନ ନେଇଛନ୍ତି । ଭାରତ ସରକାର ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କୁ ‘ପର୍ସୋନା ନନ୍ ଗ୍ରାଟା persona non grata’ ଘୋଷଣା କରିଛନ୍ତି। ଏପରି ଅବାଞ୍ଛିତ ଘୋଷିତ ଯେକୌଣସି ବ୍ୟକ୍ତିଙ୍କୁ ସରକାର ଭାରତରେ ରହିବା ପାଇଁ ଅଯୋଗ୍ୟ ବୋଲି ବିବେଚନା କରନ୍ତି। ଏପରି ପରିସ୍ଥିତିରେ, ଏବେ...

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ସମୟରେ ବନ୍ଦ ହୋଇଥିବା ଦେଶର ୩୨ଟି ବିମାନବନ୍ଦର ଏବେ ଖୋଲାଯାଇଛି । ୫ ଦିନ ପରେ, ଏହି ବିମାନବନ୍ଦରଗୁଡ଼ିକରୁ ପୁଣି ଥରେ ବିମାନ ଉଡ଼ାଣ ଆରମ୍ଭ ହୋଇଛି । ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ, ମେ ୧୫, ୨୦୨୫ ସନ୍ଧ୍ୟା ୫ଟା ୨୯ ପର୍ଯ୍ୟନ୍ତ...

ମୁମ୍ବାଇ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର! ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଟାଟା ଆଇପିଏଲ ୨୦୨୫ରେ ବାକି ଥିବା ମ୍ୟାଚ ପୁଣିଥରେ ଖେଳିବାକୁ ଘୋଷଣା କରିଛି । ଭାରତ-ପାକିସ୍ତାନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା କାରଣରୁ ମ୍ୟାଚକୁ ସ୍ଥଗିତ ରଖାଯାଇଥିଲା । ଏବେ ଟୁର୍ଣ୍ଣାମେଣ୍ଟର ବାକି ୧୭ଟି ମ୍ୟାଚ ୧୭ ମେରୁ ଆରମ୍ଭ ହେବ ।...

୮୫ ଆଇପିଏସ୍ ଅଫିସରଙ୍କୁ କେନ୍ଦ୍ରୀୟ ଆଇଜି ରାଙ୍କ । ୧୯୯୮ରୁ ୨୦୦୭ ବ୍ୟାଚ୍ ମଧ୍ୟରେ ୮୫ ଆଇପିଏସ୍ ଅଫିସରଙ୍କୁ କେନ୍ଦ୍ରୀୟ IG ରାଙ୍କ। ଓଡିଶାରୁ ସ୍ଥାନ ପାଇଲେ ଆଇପିଏସ୍ ରାଜେଶ କୁମାର, ଆଇପିଏସ୍ ଅନୁପ ସାହୁ । ଅନୁପ ହେଉଛନ୍ତି ୨୦୦୪ ବ୍ୟାଚ୍ ଓଡ଼ିଶା କ୍ୟାଡେଟ୍ ଆପିଏସ୍ ।









All rights reserved. Designed by Inter Softech