
ଭୁବନେଶ୍ଵର: ଭୁବନେଶ୍ଵର କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ ନିଯୁକ୍ତି ମେଳାରେ ଆଜି ୪, ୬୨୩ଜଣଙ୍କୁ ନିଯୁକ୍ତି ମିଳିଛି। ୭ଟି ବିଭାଗର ୪, ୬୨୩ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ନିଯୁକ୍ତି ପାଇଥିବା ପାର୍ଥୀଙ୍କୁ ୫ ସୂତ୍ରୀ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ବି ଉପସ୍ଥିତ ଥିଲେ ।

ସମ୍ବଲପୁର, – ସମ୍ବଲପୁର ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଭାରତର ଅଗ୍ରଣୀ ଇସ୍ପାତ ନିର୍ମାତା ଜେଏସଡବ୍ଲୁ ଏବଂ ଜାପାନର ପ୍ରସିଦ୍ଧ ଜେଏଫଇ ଷ୍ଟିଲ୍ କର୍ପୋରେସନ ମଧ୍ୟରେ ଶୁକ୍ରବାର ଯୌଥ ଉଦ୍ୟମ (Joint Venture) ସ୍ଥାପନର ଏକ ଭବ୍ୟ...

ଭୁବନେଶ୍ଵର: ଆସନ୍ତା ୩୦ ତାରିଖରେ ହେବାକୁ ଥିବା ସ୍ଵତନ୍ତ୍ର ବିଧାନସଭା ଅଧିବେଶନକୁ ନେଇ କଟାକ୍ଷ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। କୌଣସି କାରଣ ନଥାଇ ଅବେଳରେ ସଂସଦ ଡାକିଥିଲେ କେନ୍ଦ୍ର ସରକାର । ମହିଳା ବିଲ ଓ ସୀମା ପୁନ ନିର୍ଦ୍ଧାରଣ ବିଲ ପାଇଁ ଏହା ପୂର୍ବରୁ ୪୮ ଘଣ୍ଟାରେ ବିଧାନସଭା ଡାକିବାକୁ ଦାବି କରିଥିଲେ...

ଭୁବନେଶ୍ବର : ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଆଗାମୀ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ପୂର୍ବ ବୈଠକଗୁଡ଼ିକରେ ନିଆଯାଇଥିବା ନିଷ୍ପତ୍ତିର କେତେଦୂର କାର୍ଯ୍ୟକାରୀ ହୋଇଛି ସେ ସମ୍ପର୍କରେ ସମୀକ୍ଷା କରାଯିବା ସହ ଆଗାମୀ...
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-25.jpg)
ଜାଗ୍ରତ ଭାରତ ନ୍ୟୂଜ୍ ବିଶେଷ: ଆଜିର ରାଶିଫଳ (୨୬ ଏପ୍ରିଲ ୨୦୨୬, ରବିବାର) ଆଜିର ଦିନଟି ଆପଣଙ୍କ ପାଇଁ କିପରି କଟିବ? ଜାଣନ୍ତୁ ସମସ୍ତ ୧୨ଟି ରାଶିର ଶୁଭ ଫଳାଫଳ, ସମୟ, ରଙ୍ଗ ଏବଂ ସଫଳତା ପାଇଁ ସ୍ୱତନ୍ତ୍ର ପ୍ରତିକାର। ୧. ମେଷ (Aries) ୨. ବୃଷ (Taurus) ୩. ମିଥୁନ (Gemini) ୪. କର୍କଟ (Cancer)...

ବାଲିଗୁଡ଼ା ବନଖଣ୍ଡ ରୁ ପ୍ରଥମ ଥର ପାଇଁ ପୁରୀ ରଥଯାତ୍ରା ରେ ରଥ ନିର୍ମାଣ ପାଇଁ କାଠ ଗଲା ବାଲିଗୁଡା, ତା,୨୫/୦୪:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ର କୋଟଗଡ ବନାଞ୍ଚଳରୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ରେ ୩ ରଥ ନିର୍ମାଣ ପାଇଁ ରଥକାଠ କୁ ଶନିବାର ପୁରୀ ପଠାଗଲା | ୪୦ ଫୁଟ...

ଭୂବନେଶ୍ୱର , ୨୮/୦୩ : କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପାଇଁ ଆସିଛି ଖୁସି ଖବର । କେନ୍ଦ୍ର ସରକାର ମହଙ୍ଗା ଭତ୍ତା ୨ ପ୍ରତିଶତ ବଢାଇଛନ୍ତି । ଫଳରେ ମହଙ୍ଗା ଭତ୍ତା ୫୩%ରୁ ୫୫% ପ୍ରତିଶତକୁ ବୃଦ୍ଧି ପାଇଛି । ୧.୨ କୋଟି କେନ୍ଦ୍ର ସରକାର କର୍ମଚାରୀ ଏବଂ ପେନସନ ଭୋଗୀଙ୍କୁ ଲାଭ ମିଳିବ । ସରକାର...

ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୮ତମ ସିଜନ୍ର ଅଷ୍ଟମ ମ୍ୟାଚ୍ ଚେନ୍ନାଇର ଏମ୍ଏ ଚିଦମ୍ବରମ ଷ୍ଟାଡିୟମ୍ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚ୍ରେ ସିଏସ୍କେ ଅଧିନାୟକ ଋତୁରାଜ ଗାୟକୱାଡ଼ ଟସ୍ ଜିତି ପ୍ରଥମେ ବୋଲିଂ ନେବାକୁ ନିଷ୍ପତ୍ତି ନେଇଥିଲେ। ଆରସିବି ପ୍ରଥମେ ବ୍ୟାଟିଂ କରି...

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତ ଗସ୍ତ ନିମନ୍ତ୍ରଣକୁ ଗ୍ରହଣ କରି ଭାରତ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଏନେଇ ଋଷ ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ ଗୁରୁବାର ସୂଚନା ଦେଇଛନ୍ତି। ତେବେ ଋଷିଆ ଅନ୍ତର୍ଜାତୀୟ ବ୍ୟାପାର ପରିଷଦ (ଆରଆଇଏସି) ଦ୍ୱାରା ଆୟୋଜିତ ‘ଋଷିଆ ଏବଂ ଭାରତ: ଏକ ନୂତନ ଦ୍ୱିପାକ୍ଷିକ ଏଜେଣ୍ଡା ‘ ସମ୍ମିଳନୀରେ...

ସୂର୍ଯ୍ୟକୁମାର ଯାଦବ ଆଇପିଏଲ 2025ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଛନ୍ତି। ବର୍ତ୍ତମାନ ତାଙ୍କୁ ନେଇ ରହିଛି ଏକ ଖୁସି ଖବର । ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଅନେକ ଥର ବିସ୍ଫୋରକ ବ୍ୟାଟିଂ କରିଛନ୍ତି। କିନ୍ତୁ ସେ IPL 2025 ର ପ୍ରଥମ ମ୍ୟାଚ୍ ରେ କିଛି ଖାସ ପ୍ରଦର୍ଶନ କରି ପାରିନାହାଁନ୍ତି । ହେଲେ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୩୦ରେ ନାଗପୁରରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟାଳୟ ପରିଦର୍ଶନ କରିବେ। ପ୍ରଧାନମନ୍ତ୍ରୀ ହେବା ପରେ ୧୧ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ହେବ ଯେ ମୋଦି ଆରଏସଏସ ମୁଖ୍ୟାଳୟକୁ ଯିବେ ଏବଂ ସଂଘ ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିବେ। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ସେହି ଦିନ ଅନେକ...

ନୂଆଦିଲ୍ଲୀ: କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର ଲୋକସଭାରେ ବଏଲର୍ସ ବିଲ୍, ୨୦୨୪ ଆଗତ କରିଛନ୍ତି । ଏହା ମାଧ୍ୟମରେ ବଏଲର୍ସ ଆଇନ, ୧୯୨୩ (୧୯୨୩ ର ୫)ର ବିଲୋପ କରାଯାଇଛି । ଏହି ବିଲ୍ ପୂର୍ବରୁ ୪ ଡିସେମ୍ବର, ୨୦୨୪ରେ ରାଜ୍ୟସଭାରେ ଗୃହୀତ ହୋଇଥିଲା ଏବଂ ଏବେ ଲୋକସଭାରେ ଗୃହୀତ ହେବା...










All rights reserved. Designed by Inter Softech